Browsing Tag

neet exam

ପରୀକ୍ଷାର୍ଥୀଙ୍କୁ ମିଳିବ ନିଜ ରାଜ୍ୟରେ ସେଣ୍ଟର ସୁଯୋଗ

କେନ୍ଦ୍ର ସରକାର ମାସ ଶେଷରେ ଅନୁଷ୍ଠିତ ହେବାକୁ ଥିବା NEET-PG ପରୀକ୍ଷା ପାଇଁ ଅନେକ ପରିବର୍ତ୍ତନ ଘୋଷଣା କରିଛନ୍ତି, ଯେଉଁଥିରେ ପରୀକ୍ଷା ସ୍ଥାନର ପସନ୍ଦକୁ ବିସ୍ତାର କରିବା, ପ୍ରାର୍ଥୀମାନଙ୍କୁ ଯାତ୍ରା ଯୋଜନା ପାଇଁ ଅଧିକ ସମୟ ଦେବା ଏବଂ ପ୍ରତି ପ୍ରଶ୍ନ ପାଇଁ ଉପଲବ୍ଧ ସମୟ ବୃଦ୍ଧି କରିବା…
Read More...

କମ୍ପ୍ୟୁଟର ଆଧାରିତ ହେବ ନିଟ୍ ପରୀକ୍ଷା

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି ଯେ ଆସନ୍ତା ବର୍ଷରୁ NEET UG ପରୀକ୍ଷା କମ୍ପ୍ୟୁଟର ଆଧାରିତ ହେବ। ପରୀକ୍ଷାରେ ହୋଇଥିବା ଅନିୟମିତତା ଉପରେ ସ୍ପଷ୍ଟୀକରଣ ଦେଇ ସେ କହିଛନ୍ତି ଯେ ସରକାର "ଦୁର୍ବ୍ୟବହାର ପ୍ରତି ଶୂନ୍ୟ ସହନଶୀଳତା" ରଖିଛନ୍ତି। NEET UG 2026…
Read More...

ନିଟର ଚାପ ପାଇଁ ନେଲେ ଚରମ ପଦକ୍ଷେପ

ଜୟପୁର: ରାଜସ୍ଥାନର କୋଚିଂ ହବ୍ କୋଟାରେ ପୁଣି ଜଣେ ନିଟ୍ ଆଶାୟୀ ଆତ୍ମହତ୍ୟା କରିଥିବା ଦୁଃଖଦ ଖବର ସାମ୍ନାକୁ ଆସିଛି । ନିଟ୍ ପାଇଁ ପ୍ରସ୍ତୁତ ହେଉଥିବା ଏହି ଛାତ୍ରଙ୍କ ବୟସ ମାତ୍ର ୧୮ ବର୍ଷ ହୋଇଥିବା ବେଳେ ତାଙ୍କ ଘର ବିହାରର ଛାପ୍ରାରେ । ସେ ତାଙ୍କ ହଷ୍ଟେଲ ରୁମ୍‌ରେ ଆତ୍ମହତ୍ୟା କରିଥିବା…
Read More...

ନିଟ୍ ଆଶାୟୀ ଛାତ୍ରଛାତ୍ରୀଙ୍କ ପାଇଁ ବଢିଲା ଆବେଦନର ତାରିଖ

ଭୁବନେଶ୍ୱର: ଜାତୀୟ ଯୋଗ୍ୟତା ଓ ପ୍ରବେଶ ପରୀକ୍ଷା(ନିଟ୍) ଆଶାୟୀ ଛାତ୍ରଛାତ୍ରୀଙ୍କ ପାଇଁ ବଢିଲା ଆବେଦନର ତାରିଖ । ତେବେ ଛାତ୍ରଛାତ୍ରୀମାନେ ଆଜି ଠାରୁ ଅସନ୍ତା କାଲି ଅର୍ଥାତ ୧୦ ତାରିଖ ରାତି ୧୦.୫୦ ପର୍ୟ୍ୟନ୍ତ କରିପାରିବେ ଆବେଦନ । ଛାତ୍ରଛାତ୍ରୀଙ୍କଠାରୁ ବହୁ ଅନୁରୋଧ ପାଇବା ପରେ ଆବେଦନ…
Read More...

ଘୁଞ୍ଚିଲା ନିଟ୍-ପିଜି ପରୀକ୍ଷା

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ବିପଦ ଟଳିନି । ଏହାରିମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି । ନିଟ୍-ପିଜି ପରୀକ୍ଷା ପାଇଁ ଧାର୍ଯ୍ୟ ହୋଇଥିବା ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ୬-୮ ସପ୍ତାହ ପରେ ନିଟ୍-ପିଜି ପରୀକ୍ଷା ହେବା ନେଇ ସୂଚନା…
Read More...