ଶେଷ ନିଶ୍ୱାସ ତ୍ୟାଗ କଲେ ଏନଡି ତିୱାରୀ
( ରିପୋର୍ଟସ ଟୁଡେ): ବରିଷ୍ଠ ରାଜନେତା ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ଡି ତିୱାରୀଙ୍କର ଆଜି ବିୟୋଗ ହୋଇଛି। ଆଜି ଥିଲା ତାଙ୍କର ୯୩ତମ ଜନ୍ମଦିନ ତାଙ୍କର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇପଡ଼ିବାରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଆଜି ସେ ୨.୫୦ରେ ଶେଷ ନିଶ୍ୱାସ…
Read More...
Read More...