Browsing Tag

naveenpattnaik

ନୂଆପଡା ଉପନିର୍ବାଚନରେ ହାରିବା ପରେ ଟ୍ୱିଟ କଲେ ନବୀନ

ସରିଛି ନୂଆପଡା ଉପନିର୍ବାଚନ ଭୋଟଗଣତି । ଆଉ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଏହାସହ କଂଗ୍ରେସ ଓ ବିଜେଡି ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ଏହାରି ଭିତରେ ଉପନିର୍ବାଚନ ଫଳାଫଳ ବାହାରିବା ପରେ ଟ୍ୱିଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ…
Read More...

ଟଙ୍କା ଶୋଷୁଛି ଘରୋଇ ମେଡିକାଲ୍

କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ସାଇଲୋ ଝାରପଡା ଅଞ୍ଚଳର ବଟକୃଷ୍ନ ପ୍ରଧାନ ଜଣେ ଦିନ ମଜୁରିଆ ।ମଜୁରି କଲାବେଳେ ସେ ଖସି ପଡିଥିଲେ ।ତାଙ୍କୁ ପ୍ରଥମେ ଅଡଶପୁର ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା ।ସେଠାରେ କିଛିଦିନ ପଡିବାପରେ ତାଙ୍କୁ ଗତ ମାସ ୩୧ ତାରିଖରେ ଏସ୍ସିବି…
Read More...

ଆଜିଠାରୁ କଳିଙ୍ଗ ଷ୍ଟାଡିୟମରେ ସ୍କିଲ ଡେଭଲପମେଣ୍ଟ କନକ୍ଲେଭ ୨୦୨୩ ଆରମ୍ଭ, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହେଲା ଉଦଘାଟିତ 

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ସ୍କିଲ ଡେଭଲପମେଣ୍ଟ କନକ୍ଲେଭ ୨୦୨୩  । ତେବେ ଏହି କନକ୍ଲେଭ  ଆଜିଠାରୁ ଆରମ୍ଭ ହୋଇ ୨୨ ତାରିଖ ଯାଏଁ ଚାଲିବ । ଏହି ସ୍କିଲ କନକ୍ଲେଭକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି ଏବଂ ସମସ୍ତଙ୍କୁ ଓଡିଶା ସ୍କିଲ୍…
Read More...

ରାହୁଲଙ୍କୁ ଉଦ୍ଧାର କରିଥିବା ସମସ୍ତ ସେନାଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ଶୁଭେଚ୍ଛା

ଭୁବନେଶ୍ୱର: ୧୦୪ ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ  ବୋରଓ୍ୱେଲରୁ ଉଦ୍ଧାର ହୋଇଥିଲା ରାହୁଲ । ବୋରଓ୍ୱେଲରୁ ରାହୁଲକୁ ଉଦ୍ଧାର ପ୍ରକ୍ରିୟାରେ ପ୍ରମୁଖ ଭୂମିକା ତୁଲାଇଥିଲେ ଏନଡିଆରଏଫ, ଏସଡିଆରଏଫ, ଭାରତୀୟ ସେନା ଓ ସ୍ଥାନୀୟ ପ୍ରଶାସନ । ଏହି ରେସ୍କ୍ୟୁ ଅପରେସନରେ ମୁଖ୍ୟ ଭୂମିକା ତୁଲାଇଥିବା…
Read More...

ପହିଲି ରଜରେ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ବର: ଓଡ଼ିଶାର ଗଣପର୍ବ ରଜରେ ରାଜ୍ୟବାସୀଙ୍କୁ ଟ୍ବିଟର ଜରିଆରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପହିଲି ରଜରେ ପ୍ରଥମେ ଜଣାଇଲେ ଶୁଭେଚ୍ଛା । ଓଡ଼ିଶା ସଂସ୍କୃତି ଓ ପରମ୍ପରାର ପ୍ରତୀକ ।ଏହି ପର୍ବ ସମାଜରେ ଆନନ୍ଦ,ଉତ୍ସାହ ଓ…
Read More...