Browsing Tag

Narendra Modi

ଖାତାକୁ ଆସିଲା ପିଏମ୍ କିସାନର ୨୧ତମ କିସ୍ତି, ଓଡ଼ିଶାରୁ ଉପକୃତ ହେଲେ ୩୪ ଲକ୍ଷରୁ ଅଧିକ ଚାଷୀ

PM Kisan: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ସାମିଲ ଥିବା ଚାଷୀଙ୍କ ପାଇଁ ଖୁସି ଖବର । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ଦେଶର କୋଟି କୋଟି ଚାଷୀଙ୍କ ଆକାଉଣ୍ଟକୁ ଆସିଛି ପିଏମ୍ କିସାନ ଯୋଜନାର ୨୧ତମ କିସ୍ତି । ପିଏମ୍ କିସାନ ଯୋଜନାରେ ସାମିଲ ଥିବା ଚାଷୀଙ୍କ…
Read More...

ରାମ ମନ୍ଦିର ଶିଖରରେ ଉଡିବ ଧର୍ମ ଧ୍ବଜା, ଧ୍ବଜାରୋହଣ କରିବେ ପ୍ରଧାନମନ୍ତ୍ରୀ ମୋଦି

ଉତ୍ତର ପ୍ରଦେଶର ଅଯୋଧ୍ୟାରେ ନଭେମ୍ବର ୨୫ ତାରିଖରେ ହେବାକୁ ଥିବା ଐତିହାସିକ କାର୍ଯ୍ୟକ୍ରମ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ଅଯୋଧ୍ୟା ଗସ୍ତ କରିଥିଲେ। ନଭେମ୍ବର ୨୫ ତାରିଖରେ ପ୍ରଧାନମନ୍ତ୍ରୀ…
Read More...

ବିହାରରେ ପୁଣି ଏନଡିଏ ସରକାର, ମୋଦି କହିଲେ ଜନ କଲ୍ୟାଣର ଭାବନା ଜିତିଛି

Bihar Election: ବିହାରରେ ପୁଣି ଏନଡିଏ ସରକାର । ପ୍ରଚଣ୍ଡ ବହୁମତ ସହ ବିଜୟ ହାସଲ କରି ସରକାର ଗଢିବାକୁ ଯାଉଛି ବିଜେପି-ଜେଡିୟୁ ନେତୃତ୍ବାଧୀନ ଏନଡିଏ ମେଣ୍ଟ । ଜେଡିୟୁ ମୁଖ୍ୟ ନୀତିଶ କୁମାର ପୁଣିଥରେ ମୁଖ୍ୟମନ୍ତ୍ରୀ ଗାଦିରେ ବସିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଏହି ବିଜୟ ସହ…
Read More...

ମୋଦୀଙ୍କୁ ପ୍ରଶଂସା କଲେ ଟ୍ରମ୍ପ, ରାଗରେ ଜରଜର ଶେହବାଜ ସରିଫ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ । ଐତିହାସିକ ଗାଜା ଶାନ୍ତି ଚୁକ୍ତି ସ୍ବାକ୍ଷର ଅବସରରେ ଭୂରି ଭୂରି ପ୍ରଶଂସା କଲେ ଟ୍ରମ୍ପ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସାମ୍ନାରେ ମୋଦିଙ୍କ ପ୍ରଶଂସା । ଭାରତ ଏକ ମହାନ ଦେଶ ଯେଉଁଠି…
Read More...

ଆସନ୍ତାକାଲି ଝାରସୁଗୁଡ଼ା ଆସୁଛନ୍ତି ମୋଦି, ଜାରି ହେଲା ଗସ୍ତ କାର୍ଯ୍ୟସୂଚୀ

ଝାରସୁଗୁଡା: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ଝାରସୁଗୁଡ଼ା ଗସ୍ତ । ପୂର୍ବାହ୍ନ ୧୧ଟା ୧୦ ମିନିଟ୍‌ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ ମୋଦି । ୧୧ଟା ୨୫ରେ ଅମଲିପାଲି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ…
Read More...

ଆସନ୍ତା ୨୭ରେ ଝାରସୁଗୁଡ଼ା ଆସିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ଵର: ଆସନ୍ତା ୨୭ରେ ଝାରସୁଗୁଡ଼ା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ସାଧାରଣ ସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ଗସ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା । ସେପଟେ ଅମଲିପାଲି ପଡିଆରେ ଯୁଦ୍ଧକାଳୀନ ଭିତ୍ତିରେ ସଫେଇ କାର୍ଯ୍ୟ ସହ ପେଣ୍ଡାଲ ନିର୍ମାଣ…
Read More...

ସଫଳ ହେଲା ମୋଦିଙ୍କ ଜନ୍ମ ଦିବସ ଅବସରରେ ୭୫ ଲକ୍ଷ ଗଛ ଲଗାଇବା ସଂକଳ୍ପ

ଭୁବନେଶ୍ଵର: ମୋଦିଙ୍କ ଜନ୍ମ ଦିବସ ଅବସରରେ ୭୫ ଲକ୍ଷ ଗଛ ଲଗାଇବା ସଂକଳ୍ପ ସଫଳ ହୋଛି । ସଂକଳ୍ପ ସଫଳ ହୋଇଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିଥିଲା । ଯେଉଁଥିରେ ଏହି ସଂଖ୍ୟା କୋଟିଏ ପାର୍‌ ହେବା ନେଇ ଆଶା…
Read More...

ମୋଦିଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫୋନ୍‌ କଲ୍

ନୂଆଦିଲ୍ଲୀ: ଆଜି ମୋଦିଙ୍କ ୭୫ତମ ଜନ୍ମଦିନ। ୭୫ ବର୍ଷରେ ପାଦ ରଖିଛନ୍ତି ପ୍ରଧାନମନ୍ତ୍ରୀ। ମୋଦିଙ୍କ ଜନ୍ମଦିନ ପାଇଁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏହାରି ଭିତରେ ଗତକାଲିଠୁ ମୋଦିଙ୍କୁ ଟେଲିଫୋନ୍‌ କରି ଆଗୁଆ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । …
Read More...

ମୋଦି@୭୫: ସାଧାରଣ ବ୍ୟକ୍ତିରୁ କେମିତି ହେଲେ ଅସାଧାରଣ ପ୍ରଧାନମନ୍ତ୍ରୀ ?

ନୂଆଦିଲ୍ଲୀ: ସ୍ବଂୟ ସେବକରୁ ପ୍ରଧାନ ସେବକ, କୁଟନୀତିର କିଙ୍ଗ, ବିଦେଶ ନୀତିରେ ସେ ବେଷ୍ଟ। ଦେଶର ସବୁଠୁ ଲୋକପ୍ରୀୟ ନେତା...ନରେନ୍ଦ୍ର ଦାମୋଦର ଦାସ ମୋଦି, ଦେଶର ପ୍ରଧାନମନ୍ତ୍ରୀ ମୋଦି। ଆଜି ମୋଦିଙ୍କ ୭୫ତମ ଜନ୍ମଦିନ। ୭୫ ବର୍ଷରେ ପାଦ ରଖିଛନ୍ତି ପ୍ରଧାନମନ୍ତ୍ରୀ। ମୋଦିଙ୍କ ଜନ୍ମଦିନ ପାଇଁ…
Read More...

କାଲି ମୋଦିଙ୍କ ଜନ୍ମଦିନରେ ‘ସୁସ୍ଥ ନାରୀ ସଶକ୍ତ ପରିବାର’ କାର୍ଯ୍ୟକ୍ରମ

ଭୁବନେଶ୍ଵର: କାଲି ମୋଦିଙ୍କ ଜନ୍ମଦିନରେ ‘ସୁସ୍ଥ ନାରୀ ସଶକ୍ତ ପରିବାର’ କାର୍ଯ୍ୟକ୍ରମ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହି କାର୍ଯ୍ୟକ୍ରମ ଜରିଆରେ ତିଆରି ହେବ ଡିଜିଟାଲ୍‌ ଡାଟାବେସ୍‌ । ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିବ ଏହି ଅଭିଯାନ ।…
Read More...