ପାଳିତ ହୋଇଯାଇଛି ସଡକ ସୁରକ୍ଷା ଜନିତ ଶୂନ ମୃତାହତ ପକ୍ଷ
ସଡ଼କ ସୁରକ୍ଷା ଜନିତ ଶୂନ ମୃତାହତ ପକ୍ଷ ନବରଙ୍ଗପୁର ଠାରେ ପାଳିତ ହୋଇଯାଇଛି। ପ୍ରତିଟି ଜୀବନ ମୂଲ୍ୟବାନ ଆମେ ସଭିଏଁ ହେବା ଯତ୍ନବାନ ଏପରି ବିଭିନ୍ନ ନାରା ଦେଇ ଆଜି ନବରଙ୍ଗପୁର ଜିଲ୍ଲାପାଳ କାର୍ୟ୍ୟାଳୟରୁ ଏକ ସଚେତନତା ରାଲି ବାହାରି ମିଶନ ଶକ୍ତି ସମ୍ମିଳନୀ କକ୍ଷ ଠାରେ ପହଞ୍ଚିଥିଲା।…
Read More...
Read More...