କନ୍ଧମାଳରେ ପାରିବାରିକ ବିବାଦରୁ ହତ୍ୟାକାଣ୍ଡ; ବ୍ୟକ୍ତିଙ୍କ ତଣ୍ଟି କାଟି ହତ୍ୟା
କନ୍ଧମାଳ ଜିଲ୍ଲାରେ ଏକ ପାରିବାରିକ ବିବାଦକୁ କେନ୍ଦ୍ରକରି ଜଣେ ବ୍ୟକ୍ତିଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ଭାଇ କୁରାଢ଼ିରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ଏହି ସୂଚନା ଦେଇଛି। ସକାଳ ସମୟରେ ସଦର ଥାନା ଅନ୍ତର୍ଗତ ସୁଦ୍ରୁକୁମ୍ପା ପଞ୍ଚାୟତର ସରକେସା ଗ୍ରାମରେ ଏହି ଘଟଣା ଘଟିଥିଲା।…
Read More...
Read More...