Browsing Tag

Mumbai

ଫିଲ୍ମ ‘ପୁଷ୍ପା ୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି ସାଉଥ୍ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନ

(ମୁମ୍ବାଇ) : ଫିଲ୍ମ ‘ପୁଷ୍ପା: ଦି ରାଇଜ୍’ ପରେ ବେଶ ଚର୍ଚ୍ଚାରେ ସାଉଥ୍ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନ । ତାଙ୍କ ଏହି ଫିଲ୍ମ ପରେ ସେ ନେସନାଲ ହିରୋ ପାଲଟିଯାଇଛନ୍ତି । ନିକଟରେ ଅଲ୍ଲୁ ଅର୍ଜୁନଙ୍କୁ ସ୍ପଟ୍ କରାଯାଇଛି, ସେ ପୂର୍ବ ଅପେକ୍ଷା ବହୁତ ମୋଟା ଦେଖାଯାଉଛନ୍ତି। ତାଙ୍କର ଓଜନ ପୂର୍ବ…
Read More...

ପୁଣି ପରଦାକୁ ଫେରିଲେ ଜନି ଡେପ୍‌

(ମୁମ୍ବାଇ) : ହଲିଉଡର ଜଣାଶୁଣା ଅଭିନେତା ଜନି ଡେପ୍‌ ପୁଣି ଚର୍ଚ୍ଚାରେ । ସେ ପୁଣି ଥରେ ପରଦାକୁ କମ୍‌ବ୍ୟାକ୍‌ କରିବାକୁ ଯୋଜନା କରିଛନ୍ତି। ସେ ଗଲା କିଛି ଦିନ ହେବ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥିଲେ । ପତ୍ନୀ ଅମ୍ବର ହାର୍ଡ ଆଣିଥିବା ମାନହାନୀ ମକଦ୍ଦମାରେ ଜନି…
Read More...

ଫିଲ୍ମ ‘ଗ୍ୟାସ୍‌ଲାଇଟ୍‌’ର ସୁଟିଂରେ ବ୍ୟସ୍ତ ଅଛନ୍ତି ସାରା

(ମୁମ୍ବାଇ) : ବଲିଉଡ୍‌ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ସାରା ଅଲି ଖାନ୍‌ । ସୋସିଆଲ ମିଡିଆ ଜରିଆରେ ସର୍ବଦା ଫ୍ୟାନ୍‌ଙ୍କ ସହ ଯୋଡ଼ିହୋଇ ରହୁଥିବା ସାରା ସିନେ ଦୁନିଆରେ ଗୋଟିଏ ପରେ ଗୋଟିଏ ଫିଲ୍ମ ମାଧ୍ୟମରେ ଆଗକୁ ବଢୁଛନ୍ତି । ନିକଟରେ ସେ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ…
Read More...

ଅପକମିଂ ଫିଲ୍ମ ‘ଭେଡ଼ିଆ’ କହିବ ସ୍ତ୍ରୀର ପୂର୍ବ କାହାଣୀ

(ମୁମ୍ବାଇ) : ପୁଣିଥରେ ଲେଉଟୁଛନ୍ତି ସ୍ତ୍ରୀ । ୨୦୧୮ ମସିହାରେ ହିଟ୍‌ ହୋଇଥିବା ହରର୍‌ ମୁଭିର ପ୍ରିକୁଏଲ୍‌ ଏଥର ଆସୁଛି । ଏହି ନୂଆ ଫିଲ୍ମରେ ଆଗଭଳି ‘ସ୍ତ୍ରୀ’ ହୋଇ ରହିଛନ୍ତି ଶ୍ରଦ୍ଧା କପୁର । ଅଗଷ୍ଟ ମାସରୁ ଏହି ପ୍ରିକୁଏଲ୍‌ ମୁଭିର ସୁଟିଂ ଆରମ୍ଭ ହୋଇପାରେ । ୨୦୧୮ରେ ଦର୍ଶକମାନଙ୍କୁ…
Read More...

‘କଭି ଇଦ୍ କଭି ଦିୱାଲୀ’ରେ ନଜର ଆସିବେ ରାମ ଚରଣ !

(ମୁମ୍ବାଇ) : ବଲିଉଡ ଭାଇଜାନ ସଲମାନ ଖାନ ଆଗାମୀ ଫିଲ୍ମ ‘କଭି ଇଦ୍ କଭି ଦିୱାଲୀ’ର ସୁଟିଂ କରୁଛନ୍ତି।ସେ ବର୍ତ୍ତମାନ ହାଇଦ୍ରାବାଦରେ ତାଙ୍କର ସୁଟିଂ କରୁଛନ୍ତି। ସୁଟିଂ ଯୋଗୁ ସେ ଦୀର୍ଘ ଦିନ ଧରି ହାଇଦ୍ରାବାଦରେ ଅଛନ୍ତି। ଫିଲ୍ମରେ ସଲମାନ ଖାନଙ୍କ ଅପୋଜିଟ୍‌ରେ ପୂଜା ହେଗଡେ ଅଭିନୟ କରିଛନ୍ତି।…
Read More...

ଡିଆଇଡି ଲିଟିଲ୍ ମାଷ୍ଟର୍ସ ସିଜିନ୍ ୫ର ବିଜୟୀ ହେଲେ ନବୋଜିତ୍ ନାରଜାରୀ

(ମୁମ୍ବାଇ) : ଡିଆଇଡି ଲିଟିଲ୍ ମାଷ୍ଟର୍ସ ସିଜିନ୍ ୫ ର ମୁକୁଟ ପିନ୍ଧିଲେ ନବୋଜିତ୍ ନାରଜାରୀ । ଜି ଟିଭିର ଲୋକପ୍ରିୟ ଡ୍ୟାନ୍ସ ରିଆଲିଟି ଶୋ’ ଡିଆଇଡି ଲିଟିଲ୍ ମାଷ୍ଟର୍ସ ସିଜିନ୍ ୫ ର ଫାଇନାଲ୍ ହୋଇସାରିଛି। ୯ ବର୍ଷ ବୟସ୍କା ନବୋଜିତ୍ ନାରଜାରୀ ଏହି ଡ୍ୟାନ୍ସ ରିଆଲିଟି ଶୋ’ର ଟାଇଟଲ୍…
Read More...

ମା’ ହେବେ ଆଲିୟା

ମୁମ୍ବାଇ:ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ଆଲିଆ ଭଟ୍ଟ । ଆଲିଆ ନିଜେ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟକରି ଜଣାଇଛନ୍ତି ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି । ଆଲିଆ ଏକ ଫଟୋ ଇନଷ୍ଟାରେ ପୋଷ୍ଟ କରିଛନ୍ତି, ଯେଉଁଥିରେ ଆଲିଆ ହସପିଟାଲରେ ରଣବୀରଙ୍କ ସହିତ ଅଛନ୍ତି। ଆଉ ହସପିଟାଲ ବେଡରେ ଆଲିଆ…
Read More...

ଥମୁନି ଶିବସେନା ବିବାଦ

ମୁୁମ୍ବାଇ: ଶିବସେନାରେ ତୀବ୍ର ହେବାରେ ଲାଗିଛି ଉଦ୍ଧବ-ଏକନାଥ ବିବାଦ । ସୁପ୍ରିମକୋର୍ଟରେ ପହଞ୍ଚିଲା ମହାରାଷ୍ଟ୍ର ରାଜନୈତିକ ସଂକଟ । ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଉପବାଚସ୍ପତିଙ୍କ ନୋଟିସ୍ ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ଏକନାଥ ସିନ୍ଦେ । ସେହିପରି ଶିବସେନା ବିଧାୟକ ଦଳ ନେତା…
Read More...

୩୦ ବର୍ଷ ପୂର୍ତ୍ତି ଅବସରରେ କିଙ୍ଗ ଖାନଙ୍କ ନୂଆ ଲୁକ

(ମୁମ୍ବାଇ) : ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିବ ବଲିଉଡ କିଙ୍ଗ ଖାନଙ୍କୁ । ଲମ୍ବା କେଶ ରଖି ଆକ୍ସନ ମୋଡରେ ନଜର ଆସିଲେ ବଲିଉଡର ବାଦଶାହା। ହିନ୍ଦୀ ଫିଲ୍ମ ଇଣ୍ଡିଷ୍ଟ୍ରିରେ ୩୦ ବର୍ଶ ପୂର୍ତ୍ତି ଅବସରରେ ଶାହାରୁଖଙ୍କ ଏହି ନୂଆ ଲୁକ୍‌କୁ ଜାରି କରାଯାଇଛି। ଏହା ହେଉଛି ତାଙ୍କ ଅପ୍‌କମିଂ…
Read More...

ଏହି କାରଣରୁ ସ୍ଥଗିତ ରହିଛି ‘ପ୍ରୋଜେକ୍ଟ-କେ’ର ସୁଟିଂ 

(ମୁମ୍ବାଇ) :  ବଲିଉଡ ଡିମ୍ପଲ ଗାର୍ଲ ଦୀପିକା ପାଦୁକୋନଙ୍କୁ ନେଇ ଚିନ୍ତାରେ ବାହୁବଳୀ ସୁପରଷ୍ଟାର ପ୍ରଭାସ। ତାଙ୍କୁ ଘାରିଛି ଏବେ ଦୀପିକାଙ୍କ ସ୍ୱାସ୍ଥ୍ୟ ଚିନ୍ତା। ସେ କିଭଳି ସୁସ୍ଥ ରହିବେ ସେଥିପାଇଁ ପ୍ରଭାସ ତତ୍ପର ହୋଉ ଉଠିଛନ୍ତି। ଏଥିପାଇଁ ପ୍ରଭାସ ଏକ ବଡ ନିଷ୍ପତ୍ତି ନେଇଛନ୍ତି।…
Read More...