Browsing Tag

Mumbai

ଯୁବତୀ ବନ୍ଧୁଙ୍କ ସହ ରୋମାଣ୍ଟିକ ମୁଡରେ ରାପର ହନି ସିଂ

ମୁମ୍ବାଇ : ଚର୍ଚ୍ଚିତ ରାପର ହନି ସିଂ ନିଜର ଫଟୋ ପାଇଁ ଏବେ ଖୁବ ଚର୍ଚ୍ଚାରେ । ପତ୍ନୀ ସାଲିନୀ ତଲୱାରଙ୍କ ସହ ବିଚ୍ଛେଦ ପରେ ଏବେ ଯୁବତୀ ବନ୍ଧୁ ଟିନା ଥାଡାନୀଙ୍କ ସହ ବନ୍ଧୁତା ଏବେ ଚର୍ଚ୍ଚା ସାଉଁଟିଛି । ଦୁଇ ଜଣଙ୍କ କିଛି ରୋମାଣ୍ଟିକ ଫଟୋ ସେସିଆଲ ମିଡିଆରେ ଭାଇରାଲ ହେଇଛି । ଏହି ଫଟୋକୁ ହନି…
Read More...

ଧୀରେ ଧୀରେ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି

ନୂଆଦିଲ୍ଲୀ : ସୁଧୁରିବାରେ ଲାଗିଛି ଟିମ୍ ଇଣ୍ଡିଆ ୱିକେଟ କିପର ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା । ଏବେ ଆଇସିୟୁରୁ ବାହାର କରି ୱାର୍ଡକୁ ଅଣାଯାଇଛି ଋଷଭଙ୍କୁ | କାର୍‌ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଡେରାଡୁନ୍‌ସ୍ଥିତ ମାକ୍ସ ହସ୍ପିଟାଲରେ ଚିକତ୍ସିତ ହେଉଥିଲେ ପନ୍ତ | ଏହି ସମୟରେ ପନ୍ତଙ୍କ…
Read More...

ଭଲ ଅଛି ରିଷଭ ପନ୍ତଙ୍କ ଏମଆରଆଇ ରିପୋର୍ଟ

ରିଷଭ ପନ୍ତଙ୍କ ଏମଆରଆଇ ରିପୋର୍ଟ ଭଲ ଅଛି। କାର୍‌ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଋଷଭ ପନ୍ତ୍‌ଙ୍କର ମସ୍ତିସ୍କ ଏବଂ ମେରୁଦଣ୍ଡର ଏମ୍‌ଆର୍‌ଆଇ ଶୁକ୍ରବାର ରାତିରେ କରାଯା‌ଇଛି। ଡେରାଡୁନର ମାକ୍ସ ହସ୍ପିଟାଲରେ ତାଙ୍କର ଏମର୍ଜେନ୍ସି (ଆତକାଳୀନ) ଚିକିତ୍ସା ପରେ ଏମ୍‌ଆର୍‌ଆଇ କରାଯାଇଥିଲା।…
Read More...

ତୁନିଷା ଶର୍ମା ଆତ୍ମହତ୍ୟା ମାମଲା : ମୃତ୍ୟୁର ୩ ଦିନ ପରେ ତୁନିଶା ଶର୍ମାଙ୍କ ଅନ୍ତିମ ସଂସ୍କାର ଶେଷ

ମୁମ୍ବାଇ : ତୁନିଷା ଶର୍ମା ଆତ୍ମହତ୍ୟା ମାମଲା । ଆଜି ମୁମ୍ବାଇରେ ତୁନିଷାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୃତ୍ୟୁର ୩ ଦିନ ପରେ ତୁନିଶା ଶର୍ମାଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି । ସେପଟେ ପୋଲିସ ହେପାଜତରେ ଥିବା ସହଅଭିନେତା ସେଜାନ ମହମ୍ମଦ ଖାଁଙ୍କୁ ମାରାଥନ ଜେରା କରୁଛି ପୋଲିସ ।…
Read More...

Happy Birth Day ଭାଇଜାନ

ମୁମ୍ବାଇ : ସଲମାନ ଖାନ ଗୋଟିଏ ଏପରି ଏକ ନାଁ ଯାହାର କୌଣସି ପରିଚୟର ଆବଶ୍ୟକତା ନାହିଁ | ଧମାକାଦାର ଆକ୍ସନ ସାଙ୍ଗକୁ ଫୁଲ ରୋମାନ୍ସ | ତା ସାଙ୍ଗକୁ ଚୁଲବୁଲ ପାଣ୍ଡେର ସ୍ୱାଗ | ବଲିଉଡ୍‌ର ଭାଇଜାନ କହିଦେଲେ ହିଁ କାଫି | ତେବେ ଆଜି ହେଉଛି ବଲିଉଡ୍‌ର ଭାଇଜାନ୍ ସଲମାନ୍ ଖାନଙ୍କ ଜନ୍ମଦିନ। 57 ତମ…
Read More...

ଗୋଟିଏ ପରଦାରେ ଧମାଲ କରିବେ ଏହି ଦୁଇ ଷ୍ଟାର

ମୁମ୍ବାଇ : ଗୋଟିଏ ଫ୍ରେମରେ ନଜର ଆସିବେ ବଲିଉଡର ଖିଲାଡି କୁମାର ଅକ୍ଷୟ କୁମାର, ଟାଇଗର ଶ୍ରଫ | ଫେମସ ନିର୍ମାତା ଅଲ୍ଲି ଅବ୍ବାସ ଜାଫର ଆଗାମୀ ଫିଲ୍ମ 'ବଡେ ମିଆଁ ଛୋଟେ ମିଆଁ'ରେ କାମ ଆରମ୍ଭ କରି ଦେଇଛନ୍ତି। ଏହି ଫିଲ୍ମର ଆସନ୍ତା ବର୍ଷ ଜାନୁଆରୀ ୧୭ରେ ସୁଟିଂ ଆରମ୍ଭ କରିବାକୁ ଯୋଜନା…
Read More...

ବିଜୟ ଦିବସ: ମନେପଡେ ୧୯୭୧ ପାକିସ୍ତାନ ବିରୋଧରେ ଭାରତର ବଡ ବିଜୟ

(ବ୍ୟୁରୋ) : ନିଜ ମାଟିକୁ ବଞ୍ଚାଇବା ପଇଁ ଭାରତ ଲଢିଛି ଅନେକ ଯୁଦ୍ଧ । କିନ୍ତୁ ପାକିସ୍ତାନ ବିରୁଦ୍ଧରେ ଭାରତର ସେହି ବଡ ବିଜୟକୁ କେହି କେବେ ଭୁଲି ପାରିବେ ନାହିଁ । କାରଣ ଏହି ଯୁଦ୍ଧ ଶେଷ ହେବା ପରେ ୯୩ ହଜାର ପାକିସ୍ତାନୀ ସୈନ୍ୟ ଆତ୍ମସମର୍ପଣ କରିଥିଲେ । ଏହି ଯୁଦ୍ଧ ଭାରତ ପାଇଁ ଐତିହାସିକ…
Read More...

ରକୁଲଙ୍କ ପାଇଁ ବଢିଲା ଅଡୁଆ ; ମନି ଲଣ୍ଡରିଂ ମାମଲାରେ ରାକୁଲ ପ୍ରୀତ ସିଂଙ୍କୁ ସମନ ପଠାଇଲା ED

ମୁମ୍ବାଇ : ଅଭିନେତ୍ରୀ ରକୁଲପ୍ରୀତ ସିଂଙ୍କ ପାଇଁ ବଢ଼ିବାରେ ଲାଗିଛି ଅଡୁଆ | ଡ୍ରଗ୍ସ ଓ ମନି ଲଣ୍ଡ୍ରିଂ ମାମଲାରେ ତେଲୁଗୁ ଫିଲ୍ମର ଜଣାଶୁଣା ଅଭିନେତ୍ରୀ ରକୁଲପ୍ରୀତ ସିଂଙ୍କ ଅଡୁଆ ବଢିଛି । ଡ୍ରଗ୍ସ ଓ ଅର୍ଥ ହେରଫେର ମାମଲାରେ ପଚରା ଉଚରା ପାଇଁ ରକୁଲଙ୍କୁ ନୋଟିସ ପଠାଇଛି ଇଡି । ଏହା ପୂର୍ବରୁ…
Read More...

NDTVରୁ ଇସ୍ତଫା ଦେଲେ ବରିଷ୍ଠ ସାମ୍ବାଦିକ ରବିଶ କୁମାର

ନୂଆଦିଲ୍ଲୀ : ଏନଡିଟିଭିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ରବିଶ କୁମାର। ଏନଡିଟିଭିର ପ୍ରତିଷ୍ଠାତା ପ୍ରଣୟ ରୟ ଓ ରାଧୀକା ରୟ ଇସ୍ତଫା ଦେବାର ଗୋଟିଏ ଦିନ ପରେ ରବୀଶ କୁମାର ଇସ୍ତଫା ଦେଇଛନ୍ତି । ପୂର୍ବରୁ ଏନଡିଟିଭିରୁ ପ୍ରଣୟ ରୟ ଏବଂ ତାଙ୍କ ପତ୍ନୀ ରାଧିକା ରୟ ଇସ୍ତଫା ଦେଇଥିଲେ ।…
Read More...

ରେକର୍ଡ କଲେ ଋତୁରାଜ : ଗୋଟିଏ ଓଭରରେ ୭ ଛକା

ମୁମ୍ବାଇ : କ୍ରିକେଟ୍ ଇତିହାସରେ ଆପଣ, ୬ ବଲରେ ୬ ଛକା ଶୁଣିଥିବେ । କିନ୍ତୁ ଗୋଟିଏ ଓଭରରେ ୭ ଛକା ସହ ମୋଟ ୪୩ ରନ କରି ଘରୋଇ କ୍ରିକେଟରେ ଏକ ନୂଆ ରେକର୍ଡ କରିଛନ୍ତି ବ୍ୟାଟର ଋତୁରାଜ ଗାଏକ୍ବାଡ୍ । ବିଜୟ ହଜାରେ ଟ୍ରଫିରେ ସୋମବାର ଏହି ରେକର୍ଡ ଦେଖିବାକୁ ମିଳିଛି । ତେବେ ତୁରାଜ ଗାଏକ୍ୱାଡ…
Read More...