୫ ଟଙ୍କା ଭଡା ଦେଲେନି ବୋଲି ୨୫ କିଲୋମିଟର ବୁଲାଇଲେ ବସ୍ କଣ୍ଡକ୍ଟର
ମୟୂରଭଞ୍ଜ:- ମାନବିକତା ଭୁଲିଗଲେ ବସ୍ କଣ୍ଡକ୍ଟର । ୫ ଟଙ୍କା ଭଡା ଦେଲେନି ବୋଲି ଦୁଇ ନାବାଳକ ଯାତ୍ରୀଙ୍କୁ ୨୫ କିଲୋମିଟର ବୁଲାଇଲା ଲକ୍ଷ୍ମୀ ବସ୍ । ୨ ଘଣ୍ଟା ପରେ ବସକୁ ଅଟକାଇ ଦୁଇ ଭାଇଙ୍କୁ ଉଦ୍ଧାର କଲେ ପରିବାରବର୍ଗ । ଏଭଳି ଅମାନବୀୟ କାର୍ଯ୍ୟ ପାଇଁ କଣ୍ଡକ୍ଟରଙ୍କୁ ବଜାର ଭିତରେ ଉଠ ବସ…
Read More...
Read More...