ବଦଳିଲା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀଙ୍କ ପଦ
( ଗୋବିନ୍ଦ ଚନ୍ଦ୍ର ପଣ୍ଡା): ବଦଳିଲା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀଙ୍କ ପଦ । ଏଣିକ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ(ପୁରୁଷ)ମାନେ ବହୁମୁଖୀ ସ୍ୱାସ୍ଥ୍ୟ ସହାୟକ(ଏମ୍.ପି.ଏଚ୍.ଏ) ରୂପେ ପରିଗଣିତ ହେବେ । ସେହିପରି ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ (ମହିଳା)ମାନେ ଏ.ଏନ୍.ଏମ୍ ଭାବେ ପରିଗଣିତ ହେବେ ।…
Read More...
Read More...