ମା’ ଉଗ୍ରତାରାଙ୍କୁ ଦର୍ଶନ କଲେ ସାଂସଦ ଅଚ୍ୟୁତ ସାମନ୍ତ
ଟାଙ୍ଗୀ/ ରାକେଶ ଜଗଦେବ: ମା’ ଉଗ୍ରତାରାଙ୍କୁ ଦର୍ଶନ କରିଛନ୍ତି ସାଂସଦ ଅଚ୍ୟୁତ ସାମନ୍ତ । ଖୋର୍ଦ୍ଧା ଜିଲ୍ଲା ମୁଳିଝର ଗଡର ନିକଟରେ ପୂଜା ପାଉଛନ୍ତି ମା’ ଉଗ୍ରତାରା । ଏବେ ମା’ଙ୍କ ଚାଲିଛି ନବରାତ୍ର ପୂଜା । କୁହାଯାଏ ଏହି ସମୟରୋ ମାଙ୍କୁ ଦର୍ଶନ କଲେ କୋଟି ଜନ୍ମ ର ପୂର୍ଣ୍ଣ ମିଳିଥାଏ ।…
Read More...
Read More...