Browsing Tag

mother

ମାଆ ର ସହନଶୀଳତା ଆଉ ଧର୍ଯ୍ୟ ଆଗରେ ପଥରବି ମୁଣ୍ଡ ନୁଆଁଇଥାଏ

ଜୟପୁର : ଭଗବାନଙ୍କ ସବୁଠାରୁ ସୁନ୍ଦର ସୃଷ୍ଟି ହେଉଛି ମାଆ । ତ୍ୟାଗ ଆଉ ତପସ୍ୟାର ପ୍ରତୀକ ମାଆ । ମାଆ ଏପରି ଏକ ଶବ୍ଦ, ଯାହାକୁ ବର୍ଣ୍ଣନା କରିବାକୁ ଶବ୍ଦରେ କମ୍‌ ପଡେ । ଅୟୁତ ବ୍ରହ୍ମାଣ୍ଡ ବିଲୀନ ହୋଇଯାଏ, ଏଇ ଶବ୍ଦର ଗଭୀରତାରେ । ସେଥିପାଇଁ ତ ମାଆ ହେଉଛି ମମତାର ଦେବୀ । ନିଜେ ଜଳି…
Read More...