Browsing Tag

More than 1 kg white poison seized from Contilo area

କଣ୍ଟିଲୋ ଅଞ୍ଚଳରୁ ୧ କେଜିରୁ ଉର୍ଦ୍ଧ ଧଳା ଜହର ଜବତ

ନୟାଗଡ଼: ଧରା ହେଲା ଧଳା ଜହର। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅଧୀନ ନାରାୟଣୀ ପୀଠରେ ଏସଟିଏଫ ଟିମ୍ ଗତକାଲି ସନ୍ଧ୍ୟାରେ ଚଢ଼ାଉ କରିବା ସହିତ ଏକ କେଜି ୧୯୦ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏଥିସହିତ ଧଳାଜହର ବେପାର କରୁଥିବା ଅଭିଯୋଗରେ ଖଣ୍ଡପଡ଼ା ବ୍ଲକ କଣ୍ଟିଲୋ ଛାମୁସାହିପାଟଣା ଗ୍ରାମର ହର…
Read More...