Browsing Tag

Monsoon session

ସରକାରୀଦଳଙ୍କ ହଟ୍ଟଗୋଳରେ ଗୃହକୁ ମୁଲତବି ରଖିଲେ ବାଚଷ୍ପତି

(ଗୋବିନ୍ଦ ଚନ୍ଦ ପଣ୍ଡା ) : ଆଜି ମୌସୁମୀ ଅଧିବେଶନର ଚତୁର୍ଥ ଦିନ । ଉଭୟ ବିରୋଧିଦଳ କଂଗ୍ରେସ ଓ ବିଜେପି ଶିକ୍ଷକଙ୍କ ଦାବି ସଂମ୍ପର୍କରେ ଆଲୋଚନା ପାଇଁ ପ୍ରସ୍ତାବ ଆଣିଥିଲେ । କିନ୍ତୁ ସରକାରୀ ଦଳ ପେଟ୍ରୋଲ ଦର ବୃଦ୍ଧିକୁ ନେଇ ହୋହାଲ୍ଲା କରି ହଟ୍ଟଗୋଳ କରିବା ପରେ ଗୃହକୁ ୩ଟା ପର୍ଯ୍ୟନ୍ତ…
Read More...

ତୃତୀୟ ଦିନରେ ପୁଣି ବିରୋଧିଙ୍କ ହଟ୍ଟଗୋଳ

(ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ଆଜି ବିଧାନସଭା ମୌସୁମି ଅଧିବେଶନ ତୃତୀୟ ଦିନରେ ପ୍ରଥମେ କଂଗ୍ରେସ ଦଳର ନେତା ଶିକ୍ଷକ ମାନଙ୍କ ଆନ୍ଦୋଳନ ପ୍ରସଙ୍ଗ ଓ ବିଜେପି ଚାରା ଦୁର୍ନିତିରେ ହୋଇଥିବା ୧୦୦ କୋଟି ଟଙ୍କାର ଘୋଟଲାକୁ ନେଇ ହୋହାଲ୍ଲା କରିଥିଲେ । ଆଜି ମଧ୍ୟ ବିଧାନସଭା କୁ ୧୧:୩୦ ପର୍ଯ୍ୟନ୍ତ…
Read More...