ବଡ଼ ସଫଳତା ହାସଲ କରିଛନ୍ତି ଶାମି
ଅଭିଜ୍ଞ ଭାରତୀୟ ପେସର ମହମ୍ମଦ ଶାମି ଅଗଷ୍ଟ 30 ତାରିଖରେ ବୃତ୍ତିଗତ କ୍ରିକେଟରେ 900 ୱିକେଟ ପୂରଣ କରିଥିଲେ। ସମସ୍ତ ଟି-20, ଲିଷ୍ଟ ଏ/ୱାନଡେ କ୍ରିକେଟ ଏବଂ ପ୍ରଥମ ଶ୍ରେଣୀ କ୍ରିକେଟ ସମେତ ବୃତ୍ତିଗତ କ୍ରିକେଟରେ 900 କିମ୍ବା ତା’ଠାରୁ ଅଧିକ ୱିକେଟ ନେବାରେ ଶାମି ହେଉଛନ୍ତି ଷଷ୍ଠ ଭାରତୀୟ…
Read More...
Read More...