ମିଶନ ଶକ୍ତି ପରୀକ୍ଷଣ: ଆମେରିକାର କଡା ପ୍ରତିକ୍ରିୟା
(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଭାରତ ପକ୍ଷରୁ ଗତ କାଲି ହୋଇଥିବା ମିଶନ ଶକ୍ତିର ସଫଳ ରୂପାୟନ ପରେ ଆମେରିକା ପ୍ରତିକ୍ରିୟା ରଖିଛି । ଆମେରିକା ଅନ୍ୟ ଦେଶଗୁଡିକୁ ଏପରି କରିବାକୁ ବାରଣ କରିଛି । ଆମେରିକା ଦର୍ଶାଇଛି, ଏପରି କରିବା ଦ୍ୱାରା ଅନ୍ତରୀକ୍ଷରେ ଆବର୍ଜନା ସୃଷ୍ଟି ହେବ । ପରବର୍ତ୍ତୀ…
Read More...
Read More...