ପ୍ରଥମ ଥର ପାଇଁ ଜାନୁଆରୀ ୧୮ ଓ ୧୯ ଓଡିଶାରେ ହେବ ମିଶନ ଅଲମ୍ପିକ ସେଲ ବୈଠକ
ଭୁବନେଶ୍ୱର : ଜାନୁଆରୀ ୧୮ ଓ ୧୯ ତାରିଖରେ ଓଡିଶାରେ ହେବ ମିଶନ ଅଲମ୍ପିକ ସେଲ ବୈଠକ । ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ, ଓଡିଶାରେ ଏହି ମିଶନ ଅଲମ୍ପିକ ସେଲ ଚୟନ ବୈଠକ ହେବ । ମିଶନ ଅଲମ୍ପିକ ସେଲ, ଯାହା ଅଲମ୍ପିକ ପୋଡିଅମ ପର୍ୟ୍ୟନ୍ତ ପହଞ୍ଚେଇବା ପାଇଁ ଖେଳାଳୀ ମାନଙ୍କୁ ସହାୟକ ହୁଏ । ଏହାସହ…
Read More...
Read More...