Browsing Tag

minu sahoo

ଭେଟେଶ୍ୱର ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟରେ ଯୋଗ ଦିବସ ପାଳିତ

ବାଣପୁର / ସୁଧୀର କୁମାର ପତ୍ର:  ସୁସ୍ଥ ସମାଜ ଗଠନ , ଶାନ୍ତ ଜୀବନ ଯାପନ ଓ ପରସ୍ପର ସହ ମିତ୍ରତା ସ୍ଥାପନ କରିବାର ଏକ ମାଧ୍ୟମ ହେଉଛି ଯୋଗ । ଯୋଗ ମାଧ୍ୟମରେ ମଧ୍ୟ ଅସାଧ୍ୟ ରୋଗର ଉପଚାର ହୋଇଥାଏ । ଏହି ଉକ୍ତିଟିର ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ ଆଜି ସାରା ବିଶ୍ୱ  ପାଳନ କରୁଛି ନବମ…
Read More...

ସାଲେପୁର ଖେଳପଡିଆରେ ପତଞ୍ଜଳି ଯୋଗ ପରିବାର ପକ୍ଷରୁ ଯୋଗଶିବିର

ସାଲେପୁର / ତାରାକାନ୍ତ ନାୟକ : ଆଜି ବିଶ୍ୱ ଯୋଗ ଦିବସ ଅବସରରେ ସାଲେପୁର ପତଞ୍ଜଳି ଯୋଗ ପରିବାର ପକ୍ଷରୁ ସାଲେପୁର ହାଇସ୍କୁଲ ଖେଳପଡିଆ ଠାରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଉଛି । ଏହି ଯୋଗ ଶିବିର ରେ ସାଲେପୁର ଏବଂ ଆଖ ପାଖ ଅଞ୍ଚଳରୁ ପ୍ରାୟ ସତାଧିକ ପୁରୁଷ, ମହିଳା, ଯୁବକ, ଯୁବତୀ, ମାନେ…
Read More...

ନୀତି ବିଳମ୍ବ ଯୋଗୁଁ ଉପବାସରେ ମହାପ୍ରଭୁ

ପୁରୀ :ନୀତି ବିଳମ୍ବ ଯୋଗୁଁ ଭୋକରେ ମହାପ୍ରଭୁ । ମଙ୍ଗଳ ଆଳତି, ଅବକାଶ ପରେ ବଢିନି ନୀତି କାନ୍ତି । ଏ ଯାଏଁ ଉପବାସରେ ଅଛନ୍ତି ମହାପ୍ରଭୁ । ହୋଇପାରି ନାହିଁ ଗୋପାଳବଲ୍ଲଭ ନୀତି । ସମନ୍ୱୟ ଅଭାବରୁ ନୀତି ବିଳମ୍ବ ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଗୁଣ୍ଡିଚାରେ ଶରଧା ବାଲିରେ ଦର୍ପଦଳନ,…
Read More...

ମୁଖ୍ୟମନ୍ତ୍ରୀ ସଡକ ଓ ଅବଢା ଯୋଜନାରେ ବଢ଼ିବ ଅନୁଦାନ

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । କ୍ୟାବିନେଟ ବୈଠକରେ ୧୦ରୁ ଉର୍ଦ୍ଧ୍ୱ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ଲାଗିବ ସରକାରୀ ମୋହର । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଏକାଧିକ…
Read More...

ଓଡିଶାକୁ ପ୍ରବେଶ କରିବ ଦକ୍ଷଣ ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ତାତିରୁ ମିଳିବ ଆଶ୍ୱସ୍ତି । ଏବେ ଓଡିଶାକୁ ପ୍ରବେଶ କରିବ ଦକ୍ଷଣ ପଶ୍ଚିମ ମୌସୁମୀ ବାୟୁ । ଆଜି ଠାରୁ ଓଡିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ…
Read More...

ବିଷମ କଟକ ଠାରେ ଶାନ୍ତି ଶୃଙ୍ଖଳାରେ ରଥଯାତ୍ରା ଅନୁଷ୍ଠିତ

ବିଷମ କଟକ/ ରବିନ୍ଦ୍ର କୁମାର ସାହୁ : ରାୟଗଡା ଜିଲ୍ଲା ବିଷମ କଟକ ଠାରେ ମୋହାସମାରୋହ ରେ ପାଳନ ହୋଇଛି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଘୋଷ ଯାତ୍ରା । ସକାଳୁ ସମସ୍ତ ନୀତି କାନ୍ତି ପରେ ତିନି ଠାକୁର ପ୍ରଭୁ ଜଗନ୍ନାଥ , ସୁଭଦ୍ରା , ବଳଭଦ୍ର ଙ୍କୁ ସେବାୟତ ମାନଙ୍କ ଦ୍ୱାରା ପହଣ୍ଡି କରି ମନ୍ଦିର…
Read More...

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ । ଆଜି ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ୧୦ରୁ ୧୨ଟି ପ୍ରସ୍ତାବ ଉପରେ ବଜିବ ମୋହର । ଏହା ସହିତ ବିଭିନ୍ନ ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ହେବ…
Read More...

ଯୁକ୍ତ ୨ ନାମ ଲେଖା ପାଇଁ ବଢିଲା ଆବେଦନର ଅବଧି

ଭୁବନେଶ୍ୱର: ଯୁକ୍ତ ୨ ନାମ ଲେଖା ପାଇଁ ବଢିଲା ଆବେଦନର ଅବଧି । ଜୁନ ୨୦ ରୁ ଜୁନ୨୬ ତାରିଖ ପର୍ଯ୍ୟନ୍ତ ଆବେଦନର ଅବଧି ବଢାଇ ଛନ୍ତି ରାଜ୍ୟ ସରକାର । ଅଭିଭାବକ, ଛାତ୍ରଛାତ୍ରୀ ଓ କଲେଜ ଅଧ୍ୟକ୍ଷମାନଙ୍କ ଅନୁରେଧରେ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ସ୍କୁଲ ଗଣଶିକ୍ଷା ବିଭାଗ । ଯୁକ୍ତ ୨…
Read More...

ଭିଡଭିତକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ରଥ ଦଉଡି ଟାଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ:ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ଶ୍ରୀଗୁଣ୍ଡିଚା ଯାତ୍ରାରେ ବଡଦାଣ୍ଡକୁ ଆସିଛନ୍ତି କାଳିଆ ଠାକୁର । ଭାଇ ଭଉଣିଙ୍କୁ ସଙ୍ଗରେ ଧରି ମାଉସୀ ଘରକୁ ବାହାରିଛନ୍ତି କାଳିଆ ଠାକୁର । ଆଜି ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ କେତେ ଦୁରରୁ ଧାଇଁ ଆସିଛନ୍ତି ଅନେକ ଭକ୍ତ । ଆଉ ତାହାରି ଭିତରେ…
Read More...

ସ୍ୱଦେଶୀ ଜ୍ଞାନକୌଶଳରେ ଡ୍ରୋନର ବିକାଶ କରୁଛି ଭାରତ

ନୂଆଦିଲ୍ଲୀ: ସ୍ୱଦେଶୀ ଜ୍ଞାନକୌଶଳରେ ଡ୍ରୋନର ବିକାଶ କରୁଛି ଭାରତ । ଭାରତରେ ନିର୍ମିତ ପ୍ରଥମ ସ୍ୱଦେଶୀ ମାନବବିହୀନ ଡ୍ରୋନ ତାପସ ବିଏଚ ୨୦୧ ଡ୍ରୋନ୍ ହେଉଛି ଏକ ଲଢୁଆ ଡ୍ରୋନ୍, ଯାହା ପ୍ରାୟ ୩୫୦ କେଜି ଓଜନ ବହନ କରି ଉଡିପାରିବ । ଏହି ଡ୍ରୋନର ଲମ୍ବ ୯.୫ ମିଟର ଏବଂ ଏହାର ପ୍ରସ୍ଥ ୨୦.୬ ମିଟର…
Read More...