ରାଜ୍ୟରେ ଆରମ୍ଭ ହୋଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା
ଭୁବନେଶ୍ୱର: ରାଜ୍ୟକୁ ତାତିରୁ ମିଳିଲା ଆଶ୍ୱସ୍ତି । ଗରମ ଓ ଗୁଳୁଗୁଳି ରୁ ତ୍ରାହି ପାଇବେ ଲୋକେ । ଏଥର ରାଜ୍ୟରେ ଆରମ୍ଭ ହୋଇଯାଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା । ଶୀତଳ ହୋଇଯାଇଛି ଓଡିଶା । ମାଲକାନଗିରି ସହ କୋରାପୁଟ ଓ ଗଜପତି ଜିଲ୍ଲାର କେତେକ ଭାଗରେ ମୌସୁମୀ ପ୍ରବେଶ କରିଛି । ଦିନେ ଦୁଇ…
Read More...
Read More...