Browsing Tag

minu

ଗୁଣପୁର ଡାକ୍ତରଖାନାରେ ଡକ୍ତର ସମସ୍ୟାର ହେବ ସମାଧାନ

ରାୟଗଡା/ ରବିନ୍ଦ୍ର କୁମାର ସାହୁ : ରାୟଗଡା ଜିଲ୍ଲାରେ ଦେଖାଦେଇଛି ଡାକ୍ତର ସମସ୍ୟା । ବିଶେଷ କରି ରାୟଗଡା ଜିଲ୍ଲାର ଗୁଣପୁର ଉପଖଣ୍ଡର ଡାକ୍ତରଖାନାରେ ଖାଲିପଡିଛି ଡାକ୍ତର ପଦବି ତା ସହିତ ଭେଷଜ ଓ ଶିଶୁ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ,ଗୁମୁଡ଼ା ନ୍ୟୁ ପିଏଚସି…
Read More...

ମାଟ୍ରିକର ବାକି ୩ଟି ପରୀକ୍ଷା ପାଇଁ ନିୟମରେ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ୱର: ଚଳିତ ବର୍ଷ ଚାଲିଛି ମାଟ୍ରିକ ପରୀକ୍ଷା । କପି ରେକିବା ପାଇଁ ନିଆ ଯାଇଛି ଅନେକ ପଦକ୍ଷେପ । ପଶ୍ନପତ୍ର କଡାସୁରକ୍ଷା ବଳୟରେ ରହୁଥିବାବେଳେ ସଠିକ ସମୟରେ ପହଁଞ୍ଚୁଛି ନୋଡାଲ ସେଣ୍ଟରରେ । କିନ୍ତୁ ଆସନ୍ତା କାଲି ଠାରୁ ସେହି ସମୟକୁ ପରିବର୍ତ୍ତନ କରି ନୂତନ ସମୟ ଲଗୁ କରାଯାଇଛି ।…
Read More...

ଡ୍ରପ ଆଉଟ ନେଇ ପ୍ରସଙ୍ଗ ଉଠାଇବା ପରେ ଉତ୍ତର ରଖିଲେ ମନ୍ତ୍ରୀ ସମୀର ଦାସ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ଦେଇପାରିବେ ଡ୍ରପଆଉଟ ପିଲା । ଡ୍ରପଆଉଟ ପିଲାଙ୍କ ପାଇଁ ହେବ ସପ୍ଲିମେଣ୍ଟାରି ପରୀକ୍ଷାର ବ୍ୟବସ୍ଥା କରାଯାଇଛି । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ବିଧାନସଭାରେ ବିବୃତି ରଖିବା ପାରେ ଗୃହରେ ଏହାକୁ ନେଇ ଉତେଜନା ଦେଖାଦେଇଥିଲା । ଗତକାଲି ବିରୋଧୀ ଏହି…
Read More...

EOW କବଜ୍ଜାରେ ଜାଲ୍ କମ୍ପାନୀ ନିର୍ଦ୍ଦେଶକ

ଭୁବନେଶ୍ୱର: ଇଓଡବ୍ଲ୍ୟୁ ରାଜସ୍ଥାନର ଉଦୟପୁରରୁ ନବୀନ ପୋରିୱର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ସେ ଇଡିୟୁଡିଡି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଡ୍ଭାନ୍ସଡ୍ ଷ୍ଟାଡିଜ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ସେଲ୍ କମ୍ପାନିର ନିର୍ଦ୍ଦେଶକ। ଏହି କମ୍ପାନୀ ଏହି ଠକେଇର ବେଆଇନ ଅର୍ଥକୁ ଚ୍ୟାନେଲାଇଜ…
Read More...

ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆସୁଛି ବଡ ବର୍ଷା ଭିଜିବ ଓଡିଶା । ଏହା ପ୍ରଭାବରେ ୧୭ ତାରିଖ ପର୍ୟ୍ୟନ୍ତ ଘଡଘଡି ବିଜୁଳି ସହ ବର୍ଷା ହେବା ସମ୍ଭାବନା ରହିଛି । ଝଡ ପବନ ସହ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ୧୫ ତାରିଖରେ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ,…
Read More...

ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ମାନବାଧିକାର ତାଲିମ ଶିବିର

ରାଇରଙ୍ଗପୁର/ ସତ୍ୟାନାରୟଣ ପାଳ: ମୟୂରଭଞ୍ଜ ଜିଲ୍ଲା ଶାଖା ତରଫରୁ ଜିଲ୍ଲାସ୍ତରୀୟ ରାଇରଙ୍ଗପୁର କଲ୍ୟାଣ ମଣ୍ଡପ ପରିସରରେ ହ୍ୟୁମାନ ରାଇଟସ ଫ୍ରଣ୍ଟ ଇଣ୍ଡିଆ, ମାନବାଧିକାର ତାଲିମ ଶିବିର କାର୍ୟ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଝାଡ଼ଖଣ୍ଡ…
Read More...

ବିଧାନସଭାରେ ସରକାରୀ ବାସଗୃହ ପ୍ରସଙ୍ଗ

ଭୁବନେଶ୍ୱର: ବିଧାନସଭାରେ ଉଠିଲା ଭଡ଼ାରେ ଲାଗିଥିବା ସରକାରୀ ବାସଗୃହ ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ପ୍ରଶ୍ନ କଲେ ଜଟଣୀ କଂଗ୍ରେସ ବିଧାୟକ ସୁର ରାଉତରାୟ । ପଚାରିଲେ, ୟୁନିଟ୍-୮ର କ୍ୱାର୍ଟର ନମ୍ବର, ୨ଆରଏ-୪୧/୧ରୁ ୨ଆରଏ ୪୩/୪ ଏବଂ ୨ଆରବି-୧୬/୧ରୁ ୨ଆରବି-୧୪/୮ ମଧ୍ୟରୁ କେଉଁ କେଉଁ ଘର…
Read More...

ସଡକ ଦୁର୍ଘଟଣାରେ ଚାଲିଗଲା ଜୀବନ

ଅନୁଗୋଳ /ସୁଧାକର ସାହୁ: ସଡକ ଦୁର୍ଘଟଣାରେ ଚାଲିଗଲା ଏକାଧିକ ଜୀବନ । ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ୫୫ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । ଏକ ପରିବା ବେଝେଇ ପିକଅପ ଭ୍ୟାନ ଧକ୍କାରେ ଯାଇଛି ୩ଜଣଙ୍କ ଜୀବନ । ସୂଚନା ଅନୁସାରେ କୁଳେଇ ଗାଁର କିଛି ଯୁବକ ମୋଟରସାଇକେଲରେ ଜରପଡା ଆଡକୁ ଯାଉଥିବା…
Read More...

FIH ପ୍ରୋଲିଗରେ ବଡ଼ ଟକ୍କର; ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ରାଉରକେଲା: ମୁହାଁ ମୁହିଁ ହେଲେ ଶକ୍ତିଶାଳି ଅଷ୍ଟ୍ରେଲିଆକୁ ଭାରତ । ରାଉରକେଲା ସ୍ଥିତ ବିର୍ସା ମୁଣ୍ଡାଷ୍ଟାଡିୟମରେ ଖେଳାଯାଇଛି । ଯାଇଛି । ହକି ପ୍ରୋ-ଲିଗ୍ରେ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ବେଶ୍ ଆକର୍ଷଣୀୟ ରହିଥିଲା। ଖେଳର ମଧ୍ୟାନ୍ତର ଶେଷ ସୁଦ୍ଧା ଭାରତ ସ୍କୋର୍କୁ ୪-୧ରେ ରଖିଥିବା ବେଳେ…
Read More...

ବିରାଟଙ୍କ ଆଉ ଏକ ଶତକ

ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଟେଷ୍ଟ ମ୍ୟାଚ ଖେଳାଯାଉଥିବା ବେଳେ ଆଜି ଶତକ ହାସଲ କରିଛନ୍ତି ବିରାଟ କୋହଲି । ସେ ୨୪୧ଟି ବଲରୁ ୫ଟି ଚୌକା ସହାୟତାରେ ଶତକ ହାସଲ କରିଛନ୍ତି । ଏହା ସହିତ ଆନ୍ତରର୍ଜାତୀୟ କ୍ରିକେଟରେ ସେ ୭୫ତମ ସତକ ହାସଲ…
Read More...