ଝିମିଟି ଖେଳରୁ ମହାଭାରତ: ତାସ୍ ଖେଳରେ ଝଗଡ଼ା ଲାଗି ନାବାଳକର ହତ୍ୟା
ଆଗଲପୁର ପୋଲିସ ସୀମା ଅନ୍ତର୍ଗତ ରୋଥ ଗ୍ରାମରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ତାସ୍ ଖେଳ ସମୟରେ ଝଗଡ଼ା ପରେ ଜଣେ ୧୪ ବର୍ଷୀୟ ନାବାଳକକୁ ଅନ୍ୟ ଜଣେ ନାବାଳକ ହତ୍ୟା କରିଛି। ମୃତକ ଜଣକ ରୋଥ ଗ୍ରାମର ରମେଶ ପଟେଲଙ୍କ ପୁଅ ସାହିଲ ପଟେଲ । ରିପୋର୍ଟ ଅନୁଯାୟୀ, ସାହିଲ ଏବଂ…
Read More...
Read More...