ଡ୍ରାଇଭର ମହାସଂଘର ଆନ୍ଦୋଳନ ଡାକାରା: ମୁହଁ ଖୋଲିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା
ଭୁବନେଶ୍ୱର: ରାଜଧାନୀରେ ୧୦ ଦଫା ଦାବି ପୂରଣ ନେଇ ଆନ୍ଦୋଳନକୁ ଓହ୍ଳାଇଛି ଡ୍ରାଇଭର ମହାସଂଘ । ଆନ୍ଦୋଳନକୁ ନେଇ ଡ୍ରାଇଭର ମହାସଂଘ ସହ ଆଲୋଚନା ପରେ ପରିବହନ ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି। ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି, ଡ୍ରାଇଭର ମହାସଂଘର ଦାବି ନେଇ ଏକ କମିଟି ଗଠନ କରାଯିବ ।…
Read More...
Read More...