ସାଧାରଣ ଖାଉଟିଙ୍କୁ ଲାଗିଲା ବଡ ଝଟ୍କା ।
ଖାଉଟିଙ୍କ ଉପରେ ପୁଣିଥରେ ମହଙ୍ଗା ମାଡ । ତେଲ , ଗ୍ୟାସ ଓ ପେଟ୍ରୋଲ ପରେ ଏବେ ଏହାର ପ୍ରଭାବ କ୍ଷୀର ଉପରେ ପଡିଛି । ଫଳସ୍ୱରୂପ କ୍ଷୀର ପ୍ୟାକେଟର ଦାମ୍ ବଢିଛି । ପୂର୍ବରୁ ଅମୂଲ କମ୍ପାନୀର ଦାମ ବଢିଥିବାବେଳେ ଏବେ ପୁଣିଥରେ ମଦର ଡାଏରୀର ମୁଲ୍ୟ ବୃଦ୍ଧି ପାଇଛି । ଏମିତିକି ବିଭିନ୍ନ ପ୍ରକାରର…
Read More...
Read More...