MI ର ହାତ ଛାଡି ପାରନ୍ତି ହାର୍ଦ୍ଦିକ୍ !
ଗତ କିଛି ବର୍ଷ ହେବ ଆଇପିଏଲ୍ରେ MI ର ପଦର୍ଶନ ସେତେ ଭଲ ଦେଖିବାକୁ ମିଳୁନି । ଯାହାକୁ ନେଇ ଦଳରେ ହାର୍ଦ୍ଦିକଙ୍କ ଅଧିନୟିକତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି। ଏହାସହ ନିକଟ ଅତୀତରେ ମୁମ୍ବାଇ ଇଣ୍ଡିଆନ୍ସ ସହ ହାର୍ଦ୍ଦିକଙ୍କ ସମ୍ପର୍କ ଖରାପ ହେବା ନେଇ ଖବର ସାମ୍ନାକୁ ଆସିଥିଲା।…
Read More...
Read More...