Browsing Tag

Men’s Hockey World Cup 2023

ହକି ବିଶ୍ବକପ୍‌ ; ଭାରତୀୟ ଦଳ ପାଇଁ ହକି ଇଣ୍ଡିଆର ପୁରସ୍କାର ଘୋଷଣା

ନୂଆଦିଲ୍ଲୀ : ହକି ବିଶ୍ବକପ୍‌ ପାଇଁ ବାକି ରହିଲା ଆଉ କିଛି ଦିନ । ଏହାରି ଭିତରେ ଓଡ଼ିଶାରେ ପହଂଚି ସାରିଛି ଭାରତୀୟ ଦଳ । ତେବେ ବିଶ୍ବକପ୍‌ରେ ଭାରତୀୟ ଦଳର ଉତ୍ସାହ ବୃଦ୍ଧି ପାଇଁ ହକି ଇଣ୍ଡିଆ ପକ୍ଷରୁ ପୁରସ୍କାର ଘୋଷଣା କରାଯାଇଛି। ବିଶ୍ବକପ୍‌ରେ ଯଦି ଭାରତ ବିଜେତା ହୁଏ ତାହେଲେ…
Read More...

ପୁରୁଷ ହକି ବିଶ୍ୱକପ ୨୦୨୩; ଉଦ୍‌ଘାଟନୀ ଉତ୍ସବକୁ ସାମିଲ ହେବେ ୩ କଂଗ୍ରେସ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପୁରୁଷ ହକି ବିଶ୍ବକପ ୨୦୨୩ର ଉଦଘାଟନ ସମାରୋହରେ ସାମିଲ ହେବେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ । ଏ ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯାଉଛି । ପ୍ରାଥମିକ ଭାବେ 3 ଟି କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ସାମିଲ…
Read More...

ଭୁବନେଶ୍ୱରରେ ହକି ଇଣ୍ଡିଆ ଟିମ୍; ବିମାନ ବନ୍ଦରରେ ଭବ୍ୟ ସ୍ବାଗତ

ଭୁବନେଶ୍ବର : ହକି ବିଶ୍ୱକପ୍ ପାଇଁ ଓଡ଼ିଶାରେ ପହଞ୍ଚିଲା ଭାରତୀୟ ଦଳ । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଭାରତୀୟ ହକି ଟିମକୁ ଭବ୍ୟ ସ୍ବାଗତ କରାଯାଇଛି । ଅଧିନାୟକ ହରମିନପ୍ରୀତ ସିଂହଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇବ୍ ଟିମ୍ ।  ଭୁବନେଶ୍ବର ପରେ ଝାରସୁଗୁଡ଼ା ବିମାନ ବନ୍ଦର ଦେଇ…
Read More...