ଶ୍ରୀମନ୍ଦିର କାର୍ୟ୍ୟାଳୟରେ ନୀତି ସବ୍ କମିଟି ବୈଠକ
(ଜୟନ୍ତ କୁମାର ସେଠୀ): ପୁରୀ ଶ୍ରୀମନ୍ଦିର କାର୍ୟ୍ୟଳୟ ରେ ଆୟୋଜିତ ନୀତି ସବ୍-କମିଟି ବୈଠକ ଶେଷ ହୋଇଛି। ଏହି ବୈଠକ ସରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇ କହିଛନ୍ତି, ଆୟୋଜିତ ହୋଇଥିବା ବୈଠକରେ ଡିସେମ୍ବର ୧୬ରୁ ଜାନୁଆରି ୧୩ ପର୍ୟ୍ୟନ୍ତ ହେବାକୁ ଥିବା ପହିଲି ଭୋଗ ନୀତି…
Read More...
Read More...