ସ୍ୱାମୀଙ୍କୁ ହତ୍ୟା ଅଭିଯୋଗରେ ଜେଲରେ ଥିବା ମୁସ୍କାନ ମାଆ ହେବାକୁ ଯାଉଛନ୍ତି…
ମିରଟ୍ରେ ବହୁ ଚର୍ଚ୍ଚିତ ସୈାରଭ ରାଜପୁତ ହତ୍ୟା ମାମଲା । ସ୍ୱାମୀ ସୈାରଭ ରାଜପୁତଙ୍କୁ ହତ୍ୟା କରିବା ଅଭିଯୋଗରେ ଜେଲରେ ଥିବା ମୁସ୍କାନ ମା’ ହେବାକୁ ଯାଉଛନ୍ତି । ମୁସ୍କାନଙ୍କ ଗର୍ଭଧାରଣ ରିପୋର୍ଟ ପଜିଟିଭ୍ ଆସିଛି ବୋଲି ସିଏମଓ ଡାକ୍ତର ଅଶୋକ କଟାରିଆ ଏହା ନିଶ୍ଚିତ କରିଛନ୍ତି। ଏହି ସେ…
Read More...
Read More...