‘ହୋ’ ଓ ‘କୋହ୍ଲ’ ଜାତିକୁ ଗୋଟିଏ ଜାତି ଭାବରେ ମାନ୍ୟତା ଦେବାକୁ ଜିଲ୍ଲାପାଳଙ୍କ ନିକଟରେ…
ମୟୂରଭଞ୍ଜ ଜିଲ୍ଲାରେ 'ହୋ' ଜାତିର ଗୌରବମୟ ଇତିହାସ ରହିଅଛି l ସେମାନଙ୍କୁ ଓଡ଼ିଶାରେ ସରକାରୀ ସ୍ତରରେ 'ହୋ' ଓ 'କୋହ୍ଲ' ଜାତି ଭାବରେ ବିଭାଜନ କରାଯାଇଅଛି। ଏହି ବିଭାଜନକୁ ପ୍ରତ୍ୟାହାର କରି 'ହୋ' ଓ 'କୋହ୍ଲ' ଜାତିକୁ ଗୋଟିଏ 'ହୋ' ଜାତି ଭାବରେ ମାନ୍ୟତା ଦେବାକୁ ରାଇରଙ୍ଗପୁରଠାରେ ଅନୁଷ୍ଠିତ…
Read More...
Read More...