Browsing Tag

mayurbhanj

ରାତାରାତି କାଟିନେଲେ ବହୁ ମୂଲ୍ୟବାନ ଚନ୍ଦନ ଗଛ

ରାଇରଙ୍ଗପୁର-: ଗତ କାଲି ବିଳମ୍ବିତ ରାତିରେ ଝିପିଝିପି ବର୍ଷା ଲାଗି ରହିଥିବାବେଳେ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଦୁବୁଲାବେଡା ଗ୍ରାମ ବିକାଶ ନଗରର ଦୀନବନ୍ଧୁ ପୁହାଣଙ୍କ ବାଡି ଭିତରେ ପଶି ବିନା ଶବ୍ଦ ବାଲା କଟାଯନ୍ତ୍ରରେ ଗୋଟିଏ ୩୦ ଫୁଟ ଉଚ୍ଚର ପୁରୁଣା ଚନ୍ଦନ ଗଛକୁ କାଟି ନେଇ ପଳାଇ…
Read More...

ଏଲ ଆଣ୍ଡ ଟି କମ୍ପାନୀର ଆକାଉଣ୍ଟାଣ୍ଟ ହାରିଲେ ଜୀବନ

ରାଇରଙ୍ଗପୁର-: ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଖେମକା କଲୋନୀର ଚାରି ମହଲା ଆପାର୍ଟମେଣ୍ଟର ଏଲ ଆଣ୍ଡ ଟି କମ୍ପାନୀର ଆକାଉଣ୍ଟାଣ୍ଟଙ୍କ ଝୁଲନ୍ତା ମୃତଦେହକୁ ରାଇରଙ୍ଗପୁର ଟାଉନ ପୋଲିସ ଉଦ୍ଧାର କରିଛି । ମୃତ ବ୍ୟକ୍ତିଙ୍କ ନାମ ସୁଧାଂସୁ ଶେଖର ଦାସ ଓ ସେ ସମ୍ବଲପୁର ନିବାସୀ ବୋଲି ଜଣା ପଡିଛି…
Read More...

ପ୍ରବଳ ବର୍ଷା ଯୋଗୁ ଜୁଲାଇ ୧ ରୁ ଶିମିଳିପାଳ ବନ୍ଦ

ବାରିପଦା-: ପ୍ରବଳ ବର୍ଷା ଯୋଗୁ ଜୁଲାଇ ୧ ରୁ ଶିମିଳିପାଳ ବନ୍ଦ। ଦିନବେଳା ବୁଲିପାରିବେନି ପର୍ଯ୍ୟଟକ। ଏନେଇ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। କିନ୍ତୁ ଶିମିଳିପାଳର…
Read More...

ଏହି ଜିଲ୍ଲାରେ ଆସନ୍ତା ୩ ଦିନ ଯାଏଁ ସ୍କୁଲ ଓ ଅଙ୍ଗନବାଡି ଛୁଟି

ମୟୁରଭଞ୍ଜ: ଉବୁଟୁବୁ ଉତ୍ତର ଓଡିଶା  । ଲଗାଣ ବର୍ଷା କାରଣରୁ ଉତ୍ତର ଓଡିଶାରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଲାଣି  । ସେପଟେ ମୟୁରଭଞ୍ଜ ଜିଲ୍ଲାରେ ଆସନ୍ତା ୩ ଦିନ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ  । ସେଥିପାଇଁ ଆଜିଠାରୁ ଆସନ୍ତା ୩ ଦିନ ଯାଏଁ…
Read More...

“ପରିକ୍ରମା” ପକ୍ଷରୁ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ 

ରାଇରଙ୍ଗପୁର: ରାଇରଙ୍ଗପୁରର ଅଗ୍ରଣୀ ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ "ପରିକ୍ରମା " ପକ୍ଷରୁ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି  । ଝରାଡ଼ିହି, ପିଏମଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି ଏହି କାର୍ଯ୍ୟକ୍ରମ । ଅନୁଷ୍ଠାନର ଅଧ୍ୟକ୍ଷ ଈଶାନ ମିଶ୍ରଙ୍କ ସଭାପତିତ୍ୱରେ…
Read More...

ମୁହାଁ ମୁହିଁ ଧକ୍କା ହେଲା ୨ ବାଇକ୍, ଚାଲିଗଲା ଜଣଙ୍କ ଜୀବନ

ରାଇରଙ୍ଗପୁର: ମରଣଯନ୍ତା ପାଲଟିଛି ୨୨୦ ନମ୍ବର ଜାତୀୟ ରାଜପଥ  । ପ୍ରାୟ ପ୍ରତ୍ୟକ ଦିନ ଘଟୁଛି ଦୁର୍ଘଟଣା  । ଗତକାଲି ବିଳମ୍ବିତ ରାତିରେ ଦୁଇ ବାଇକ୍ ପରସ୍ପର ସହ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି  । ପୋଲିସ ଘଟଣାସ୍ଥଳରେ ପହଂଚି…
Read More...

ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ବୃହତ ଗ୍ରାହକ ସମ୍ମିଳନୀ ଅନୁଷ୍ଠିତ

ରାଇରଙ୍ଗପୁର: ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଞ୍ଚଳିକ କାର୍ୟ୍ୟାଳୟ ,ବାରିପଦା ପକ୍ଷରୁ ଶୁକ୍ରବାର ଦିନ ବାରିପଦା ହୋଲି ପାଲାସ ଏବଂ ଶନିବାର ଦିନ ରାଇରଙ୍ଗପୁରସ୍ଥିତ ହୋଟେଲ ହିନ୍ଦୁସ୍ତାନ ଇନନ୍ ପରିସରରେ ବୃହତ ଗ୍ରାହକ ସଚେତନତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ଆଞ୍ଚଳିକ…
Read More...

ନାଳରୁ ମିଳିଲା ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ

ରାଇରଙ୍ଗପୁର: ନାଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବକଙ୍କ ପରିଚୟ ଏବଂ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତାଙ୍କୁ ହତ୍ୟା କରାଯାଇଥିବା ନେଇ ପୋଲିସ ସନ୍ଦେହ କରୁଛି । ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣି ଥାନା ଅନ୍ତର୍ଗତ ବିଜାତଳା ବ୍ଳକର ମଢେଇକଚା ପଞ୍ଚାୟତରୁ ଏଭଳି ଘଟଣା…
Read More...

ହାତୀ ଉପଦ୍ରବ: ଭାଙ୍ଗିଲା ଘର ଛପର, ଖାଇଲା ଧାନ ଚାଉଳ, ରଚିଲା ତାଣ୍ଡବ

ରାଇରଙ୍ଗପୁର: ଜଙ୍ଗଲ ଛାଡି ଏବେ ଗାଁ ମୁହାଁ ହେଲେଣି ହାତୀ  । ଅର୍ଥ ପିପାସୁ ମଣିଷ ଜୀବଜନ୍ତୁଙ୍କ ପ୍ରତି ସତେ ଯେମିତି ନିର୍ଦ୍ଦୟ ହୋଇ ପଡିଛି । ହାତୀର ବାସସ୍ଥାନରେ ଖଣି ଖାଦାନ ଯୋଗୁଁ ପରିବେଶ ନଷ୍ଟ ହେବା ସହ ଏକର ଏକର ଜଙ୍ଗଲ ଜମି ମଧ୍ୟ ନଷ୍ଟ କରାଯାଇଛି । ଯେଉଁଥିପାଇଁ ହାତୀମାନେ ଏବେ ବେଘର…
Read More...

ଡ୍ୟାମରୁ ମିଳିଲା ମୃତ ଦେହ ,ପୋଲିସର ତଦନ୍ତ ଜାରି

ରାଇରଙ୍ଗପୁର (ତିରିଂ): ତିନି ଦିନ ତଳୁ ନିଖୋଜ ହୋଇଯାଇଥିବା ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି  । ମୟୂରଭଞ୍ଜ ଜିଲ୍ଲା ତିରିଂ ବ୍ଳକ ଅନ୍ତର୍ଗତ ନିରଣପୁର ପଞ୍ଚାୟତର ସାନସାଦମ ଗ୍ରାମର ଜଣେ ବ୍ୟକ୍ତି ଗତ ତିନି ଦିନ ତଳେ ଶୌଚ କରିବାକୁ ଯାଇ ଆଉ ଫେରି ନଥିଲେ  । ତେବେ ଲଗାଣ ବର୍ଷା…
Read More...