Browsing Tag

maoist

ମାଓବାଦୀଙ୍କୁ ବିଏସଏଫ ଆଇଜିଙ୍କ କଡ଼ା ଚେତାବନୀ, ଆତ୍ମସମର୍ପଣ କର ନଚେତ୍ ଏନ୍‌କାଉଣ୍ଟର

ଭୁବନେଶ୍ଵର: ଓଡ଼ିଶାରେ ଏବେ ବି ଜାରି ରହିଛି ମାଓବାଦୀଙ୍କ ବର୍ବରତା। ଆନ୍ଧ୍ର ଏବଂ ଛତିଶଗଡ଼ ପଟୁ ମଧ୍ୟ ଓଡ଼ିଶାକୁ ମାଓବାଦୀମାନେ ପଶି ଆସୁଛନ୍ତି । ଏମାନଙ୍କ ଉପରେ ନଜର ଥିବା କହିଛନ୍ତି ବିଏସଏଫ ଆଇଜି । କେକେବିଏନ ଅଞ୍ଚଳ ଉପରେ ବିଏସଏଫ ବିଶେଷ ନଜର ରଖିଛି । ମାଓବାଦୀଙ୍କୁ ବିଏସଏଫ ଆଇଜିଙ୍କ…
Read More...

ହିଡମା ମୃତ୍ୟୁ ପରେ ମାଟିରେ ମିଶିଲାଣି ମାଓ ସଂଗଠନ, ତେଲଙ୍ଗାନାରେ ୩୭ ମାଓବାଦୀଙ୍କ ସାମୂହିକ ଆତ୍ମସମର୍ପଣ

ତେଲଙ୍ଗାନା: ତେଲଙ୍ଗାନାରେ ୩୭ ମାଓବାଦୀଙ୍କ ସାମୂହିକ ଆତ୍ମସମର୍ପଣ । ମାଓନେତା ହିଡମାର ମୃତ୍ୟୁ ପରେ ଆତ୍ମସମର୍ପଣ କଲେ ୩୭ ମାଓବାଦୀ । ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ଅଛନ୍ତି ୩ ଜଣ ଷ୍ଟେଟ କମିଟି ସଦସ୍ୟ । ଗୋଟିଏ AK-47, ୨ SLR ଓ ୪ଟି ୩୦୩ ରାଇଫଲ ସହ ଆତ୍ମସମର୍ପଣ । ୩୭ ମାଓବାଦୀଙ୍କ ଉପରେ…
Read More...

ଭାଙ୍ଗୁଛି ମାଓଗଡ, ଗୋଟେ ଦିନରେ ୭୨ ଜଣଙ୍କ ଆତ୍ମସମର୍ପଣ

ମାଲକାନଗିରି: ଭାଙ୍ଗୁଛି ମାଓଗଡ । ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ । ଛତିଶଗଡ଼ ବିଜାପୁରରେ ୭୨ ମାଓବାଦୀଙ୍କ ଆତ୍ମସମର୍ପଣ କରିଥିବା ନେଇ ସୂଚନା ମିଳିଛି । ଛତିଶଗଡରେ ମାଓବାଦର ମୂଳପୋଛ ପାଇଁ ଅପରେସନ ଚାଲିଥିବା ବେଳେ ମାଓ ନିପାତ ପାଇଁ ବିଭିନ୍ନ ସମୟରେ ଆକ୍ସନ…
Read More...

ଭାଙ୍ଗୁଛି ମାଓଗଡ, ଆତ୍ମସମର୍ପଣ କଲେ ୨୧ କ୍ୟାଡର୍‌ ମାଓବାଦୀ

ମାଲକାନଗିରି: ଛତିଶଗଡ଼ରେ ଆତ୍ମସମର୍ପଣ କଲେ ୨୧ କ୍ୟାଡର୍‌ ମାଓବାଦୀ । ୧୩ ମହିଳାଙ୍କ ସହ ୮ ପୁରୁଷ ମାଓବାଦୀଙ୍କ ଆତ୍ମସମର୍ପଣ । ୩ AK-47, ୪ SLR, ୨ ଇନ୍‌ସାସ୍‌, ୬ଟି ଥ୍ରୀ ନଟ୍‌ ଥ୍ରୀ ରାଇଫଲ ଜବତ । ସମସ୍ତ ଆତ୍ମସମର୍ପଣକାରୀ କ୍ୟାଡର କେଶକାଲ ଡିଭିଜନ (ଉତ୍ତର ଉପ-ଜୋନାଲ ବ୍ୟୁରୋ)ର…
Read More...

ମାଓବାଦୀଙ୍କୁ ଧରିବା ପାଇଁ ବୌଦ୍ଧ ପୋଲିସ ପକ୍ଷରୁ ଯାଇ କରାଗଲା ପୋଷ୍ଟର

ବୌଦ୍ଧ:- ପୋଲିସର ସମସ୍ତ ପ୍ରୟାସ ସତ୍ୱେ କନ୍ଧମାଳ ଜିଲ୍ଲା ସମ୍ପୂର୍ଣ୍ଣ ରୂପେ ମାଓ ମୁକ୍ତ ହୋଇ ପାରିନାହିଁ। ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ଦ୍ୱାରା କିଛି କିଛି ଘଟଣା ଓ ଉପସ୍ଥିତି ମଧ୍ୟ ପୋଲିସ ପାଇଁ ଚିନ୍ତାର କାରଣ ହୋଇଛି । ଇତି ମଧ୍ୟରେ ଅନେକ ମାଓବାଦୀ ପୋଲିସ ନିକଟରେ…
Read More...

ସୁରକ୍ଷାକର୍ମୀଙ୍କ ଗୁଳିରେ ମହିଳା ମାଓବାଦୀ ମୃତ, ସେପଟେ ଜଣେ ଯବାନ ଆହତ

ମାଲକାନଗିରି: ସୁରକ୍ଷାକର୍ମୀଙ୍କ ଗୁଳିରେ ହାର୍ଡକୋର୍ ମହିଳା ମାଓବାଦୀ ମୃତ । ଓଡ଼ିଶା ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲ୍ଲାର ଗୁଫଡ଼ି ଜଙ୍ଗଲରେ ନିହତ । ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ସହ ବିପୁଳ ପରିମାଣର ମାଓ ସମଗ୍ରୀ ଜବତ । ମୃତ ମହିଳା ମାଓବାଦୀଙ୍କ ନାଁରେ ଥିଲା ୫ ଲକ୍ଷର ପୁରସ୍କାର ରାଶି…
Read More...

ମାଓବାଦୀ ସଂଗଠନ ପକ୍ଷରୁ ଅସ୍ତ୍ରବିରତି ଘୋଷଣା

ନୂଆଦିଲ୍ଲୀ: ଅସ୍ତ୍ରବିରତି ଘୋଷଣା କଲେ ନକ୍ସଲ! ଜାତୀୟ ଗଣମାଧ୍ୟମରେ ଏମିତି କିଛି ବଡ଼ ଖବର ସାମ୍ନାକୁ ଆସିଛି। ସିପିଆଇ-ମାଓବାଦୀ ଘୋଷଣା କରିଛନ୍ତି ଅସ୍ତ୍ରବିରତି। ଦ୍ୱିପାକ୍ଷିକ ଆଲୋଚନା ପାଇଁ ମାଓ ସଂଗଠନର ପ୍ରସ୍ତାବ । ମାସେ ଯାଏଁ ଅସ୍ତ୍ରବିରତି ରଖିବେ କହିଲେ ଲାଲବାହିନୀ । ଶାନ୍ତି…
Read More...

ସୁରକ୍ଷାବାହିନୀକୁ ବଡ ସଫଳତା: ଝାଡ଼ଖଣ୍ଡରରେ ୩ କୁଖ୍ୟାତ ନକ୍ସଲ ନେତା ନିହତ

ବଣାଇ: ଝାଡ଼ଖଣ୍ଡରରେ ୩ କୁଖ୍ୟାତ ନକ୍ସଲ ନେତା ନିହତ । ସହଦେବ ସୋରେନ, ରଘୁନାଥ ହେମ୍ବ୍ରମ ଓ ବୀରସେନ ଗଞ୍ଜୁ ମୃତ । ହଜାରିବାଗର ଗୋରହର ଥାନା ଅଞ୍ଚଳରୁ ମୃତଦେହ ଉଦ୍ଧାର । ସହଦେବ ସୋରେନଙ୍କ ପାଇଁ ଥିଲା ୧ କୋଟି ଟଙ୍କା ପୁରସ୍କାର । ରଘୁନାଥ ହେମ୍ବ୍ରମଙ୍କ ପାଇଁ ଥିଲା ୨୫ ଲକ୍ଷ ଟଙ୍କା…
Read More...

କୁଖ୍ୟାତ ନକ୍ସଲ ନେତା ମୁଖଦେବ ଯାଦବ ଓରଫ୍‌ ତୁଫାନ ନିହତ

ବଣାଇ: କୁଖ୍ୟାତ ନକ୍ସଲ ନେତା ମୁଖଦେବ ଯାଦବ ଓରଫ୍‌ ତୁଫାନ ନିହତ । ଝାଡ଼ଖଣ୍ଡର ମାନାଟୁ ଥାନା ବାନ୍ସି ଗାଁ ଜଙ୍ଗଲରୁ ମୃତଦେହ ଉଦ୍ଧାର । ପୁଲିସ ଓ ତୃତୀୟ ସମ୍ମିଳନୀ ଉପସ୍ଥାପନା କମିଟି (ଟିଏସ୍‌ପିସି) ସଂଘର୍ଷରେ ମୃତ । ଟିଏସ୍‌ପିସି ନେତା ତୁଫାନଙ୍କ ପାଇଁ ଥିଲା ୧୦ ଲକ୍ଷ ଟଙ୍କା ପୁରସ୍କାର ।…
Read More...

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ୧୬ ହାର୍ଡକୋର ମାଓବାଦୀ ଗିରଫ

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ସୁରକ୍ଷାକର୍ମୀଙ୍କ ଅପରେସନ ବେଳେ ୧୬ ହାର୍ଡକୋର ମାଓବାଦୀ ଗିରଫ । ଛତିଶଗଡ ବିଜାପୁର ଜିଲ୍ଲାର ତିନୋଟି ଭିନ୍ନଭିନ୍ନ ସ୍ଥାନରୁ ଗିରଫ ହୋଇଛନ୍ତି ୧୬ ଜଣ ମାଓବାଦୀ । ଗାଙ୍ଗାଲୁର, ବାସାଗୁଡା ଓ ଜାଙ୍ଗଲା ଜଙ୍ଗଲରୁ ଗିରଫ । ଏଥିସହ ଆଇଇଡି, ପ୍ରେସର…
Read More...