Browsing Tag

maoist

ଓଡ଼ିଶା ସୀମାନ୍ତରେ ସୁରକ୍ଷାବଳଙ୍କ ଘେରାଉରେ ଟପ୍ ମାଓ ନେତା ଶୁକ୍ରୁ

ରାଜ୍ୟରେ ମାଓବାଦୀ ବିରୋଧୀ ଅଭିଯାନ ତିବ୍ର ହୋଇଥିବାବେଳେ ଟପ୍ କ୍ୟାଡର ମାଓ ନେତା ଶୁକ୍ରୁକୁ ଘେରି ଦେଇଛନ୍ତି ସୁରକ୍ଷାବଳ। ସୂଚନା ଅନୁସାରେ ରାୟଗଡ଼ା–କନ୍ଧମାଳ–କଳାହାଣ୍ଡି ସୀମାନ୍ତରେ ଚାଲିଛି ବଡ଼ ଅପରେସନ୍। ଘନ ଜଙ୍ଗଲ ଅଞ୍ଚଳରେ ଲୁଚିଥିବା ଶୁକ୍ରୁକୁ ଚାରିଦିଗରୁ ଘେରି ରଖିଛନ୍ତି…
Read More...

ଫୁଲବାଣୀରେ ପୋଲିସ ନିକଟରେ ୧୦ ମାଓବାଦୀଙ୍କ ଆତ୍ମସମର୍ପଣ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ଆଜି ୧୦ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କ ମଧ୍ୟରେ ୭ ଜଣ ମହିଳା ଓ ୩ ଜଣ ପୁରୁଷ ରହିଛନ୍ତି। ଆଜି ଫୁଲବାଣୀ ରିଜର୍ଭ ପୋଲିସ ପଡ଼ିଆରେ ଏନେଇ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ପୋଲିସ…
Read More...

ମୁହାଁମୁହିଁ ମାଓବାଦୀ-ସୁରକ୍ଷାକର୍ମୀ, ଟଳିଲେ ୨ ହାର୍ଡକୋର୍ ମାଓବାଦୀ

ଛତିଶଗଡ଼: ଛତିଶଗଡ଼ର Bijapur district ଜିଲ୍ଲାରେ ଆଜି ସୁରକ୍ଷା ବାହିନୀ ସହ ଏକ ଏନକାଉଣ୍ଟରରେ ଦୁଇଜଣ ମାଓବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ତିନୋଟି ରାଇଫଲ୍ ସହ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଉଦ୍ଧାର କରାଯାଇଛି। ଜିଲ୍ଲା ପୋଲିସ ଅଧିକ୍ଷକ ଡକ୍ଟର Jitendra Yadav କହିଛନ୍ତି…
Read More...

କନ୍ଧମାଳରେ KKBN ଡିଭିଜନ DVCM ଅନ୍ୱେଷ ହତ୍ୟା ଘଟଣା ସ୍ପଷ୍ଟ

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ KKBN ଡିଭିଜନର DVCM ସଦସ୍ୟ ଅନ୍ୱେଷଙ୍କ ହତ୍ୟା ଘଟଣାକୁ ନେଇ ପୁଲିସ ପକ୍ଷରୁ ମହତ୍ତ୍ୱପୂର୍ଣ୍ଣ ଖୋଲାସା କରାଯାଇଛି। ପ୍ରେସ୍‌ମିଟ୍‌ରେ କନ୍ଧମାଳ SP ହରିଶ ବି. ସି ସ୍ପଷ୍ଟ କରିଥିଲେ ଯେ, ଅନ୍ୱେଷଙ୍କୁ ଶୁକ୍ରୁ ହତ୍ୟା କରିଥିବା ତଦନ୍ତରେ ପ୍ରମାଣିତ ହୋଇଛି।…
Read More...

ବନ୍ଧୁକ ଛାଡ଼ିବାକୁ ସାଥୀଙ୍କୁ ଟପ୍‌ ମାଓ ନେତା ନିଖିଲ୍‌ଙ୍କ ଆହ୍ବାନ, ଅଡିଓ ବାର୍ତ୍ତା ଜାରି

ଭୁବନେଶ୍ୱର: ଟପ୍‌ ମାଓ ନେତା ନିଖିଲ୍‌ ତାଙ୍କ ସାଥୀମାନଙ୍କୁ ବନ୍ଧୁକ ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ବାନ କରିଛନ୍ତି। ଏନେଇ ନିଖିଲ୍‌ ଏକ ଅଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ, ସଶସ୍ତ୍ର କ୍ରାନ୍ତିକୁ ତ୍ୟାଗ କରି ସେମାନେ ୧୫ ଜଣ ମାଓବାଦୀ ଗଣତାନ୍ତ୍ରିକ ରାସ୍ତାକୁ ଆସିଛନ୍ତି…
Read More...

ମାଟିରେ ମିଶୁଛି ଲାଲ୍ ଗଡ଼, ଛତିଶଗଡ଼ ଦାନ୍ତେୱାଡ଼ାରେ ୬୩ ନକ୍ସଲଙ୍କ ଆତ୍ମସମର୍ପଣ

ଛତିଶଗଡ଼: ଛତିଶଗଡ଼ ଦାନ୍ତେୱାଡ଼ାରେ ୬୩ ନକ୍ସଲଙ୍କ ଆତ୍ମସମର୍ପଣ । ୪୫ ପୁରୁଷ ଓ ୧୮ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ । କଳାହାଣ୍ଡି ଏରିଆ କମିଟି ସଚିବ ପାକଲୁର ଆତ୍ମସମର୍ପଣ । ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରୁ ୩୬ ଜଣ ୱାଣ୍ଟେଡ୍ । ଏମାନଙ୍କ ମୁଣ୍ଡ ଉପରେ ୧ କୋଟି ୧୯ ଲକ୍ଷର ଥିଲା…
Read More...

କନ୍ଧମାଳ ଜିଲ୍ଲାରେ ବଡ଼ ମାଓ ବିରୋଧୀ ଅପରେସନ, ଟଳିଲା ଟପ୍ ମାଓ ନେତା

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ବଡ଼ ମାଓ ବିରୋଧୀ ଅପରେସନ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୪ କୁଖ୍ୟାତ ମାଓବାଦୀ। ଏନ୍‌କାଉଣ୍ଟରରେ ଟପ୍ ମାଓନେତା ଗଣେଶ ସମେତ ୪ ଜଣ ନିହତ ହୋଇଛନ୍ତି। ସେଣ୍ଟ୍ରାଲ କମିଟି ମେମ୍ବର ୬୯ ବର୍ଷୀୟ ଗଣେଶ ଉଇକେ ନିହତ ହୋଇଥିବା ସୂଚନା ମଳିଛି। ଗଣେଶ ନାଁରେ…
Read More...

ପୋଲିସ ପକ୍ଷରୁ ବଡ଼ ଘୋଷଣା, ମାଓବାଦୀଙ୍କୁ ଧରାଇ ଦେବା ପାଇଁ ୮ କୋଟି ୪୦ ଲକ୍ଷର ପୁରସ୍କାର ଘୋଷଣା

ବୌଦ୍ଧ: ମାଓବାଦୀଙ୍କୁ ଧରାଇ ଦେବା ପାଇଁ ପୋଲିସ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ବୌଦ୍ଧ ପୋଲିସ ୧୮ ମାଓବାଦୀଙ୍କ ମୁଣ୍ଡ ଉପରେ ୮ କୋଟି ୪୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ଏପରିକି ପୋଲିସ ପକ୍ଷରୁ ବିଭିନ୍ନ ଉପାନ୍ତ ଅଞ୍ଚଳରେ ପୋଷ୍ଟର ମରାଯାଇଛି। ପୋଷ୍ଟରରେ ମାଓବାଦୀଙ୍କ…
Read More...

ଟଳିଲା ହାର୍ଡକୋର୍ ମାଓବାଦୀ ଫଗନୁ ମାଡଭି, ମୁଣ୍ଡରେ ଥିଲା ୫ ଲକ୍ଷ ରାଶି

ମାଲକାନଗିରି: ଛତିଶଗଡ଼ ବିଜାପୁରରେ ଏନ୍‌କାଉଣ୍ଟରରେ ହାର୍ଡକୋର୍ ମାଓବାଦୀ ନିହତ । ଇନ୍ଦ୍ରାବତୀ ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ଗୁଳି ବିନିମୟ । ମାଓବାଦୀଙ୍କ ଛତ୍ରଭଙ୍ଗ, ସର୍ଚ୍ଚ ଅପରେସନ ବେଳେ ଜଣଙ୍କ ମୃତଦେହ ଠାବ । ନିହତ ମାଓବାଦୀ ଭୈରବଗଡ଼ ଏରିଆ କମିଟି ମେମ୍ବର ଫଗନୁ ମାଡଭି । ଫଗନୁ…
Read More...

ଆତ୍ମସମର୍ପଣ ୩୭ ଜଣ ମାଓବାଦୀ, ୨୭ ଜଣଙ୍କ ଉପରେ ଥିଲା ୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି

ମାଲକାନଗିରି: ଛତିଶଗଡ଼ର ଦନ୍ତେୱାଡ଼ା ଜିଲାରେ ୩୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୭ ଜଣଙ୍କ ଉପରେ ୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ଏହି ମାଓବାଦୀମାନେ ବରିଷ୍ଠ ପୁଲିସ ଏବଂ ସିଆରପିଏଫ ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଏସପି ଗୌରବ ରାଏ…
Read More...