Browsing Tag

mao poster

ଖଣି ଖନନକୁ ବିରୋଧ କରି ମାଓ ପୋଷ୍ଟର, ଅଞ୍ଚଳରେ କୋକୁଆ ଭୟ

ବିଷମ କଟକ / ରବିନ୍ଦ୍ର କୁମାର ସାହୁ : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ମାଣ୍ଡିବିଶି ରେ ବା.ଘୁ.ନା. ଡ଼ିଭିଜନ ନାଁ ରେ ମାଓ ପୋଷ୍ଟର ଲାଗିଥିବା ଆଜି ଦେଖିବାକୁ ମିଳିଛି । ଏହାକୁ ନେଇ ଥୁଆମୁଲ ରାମପୁର ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଉଲ୍ଲେଖଯୋଗ୍ୟ ଯେ, କଳାହାଣ୍ଡି ସିଜିମାଳି,…
Read More...

ପୁଣି ଲାଗିଲା ମାଓବାଦୀ ବ୍ୟାନର ଓ ପୋଷ୍ଟର

ବିଷମ କଟକ/ରବିନ୍ଦ୍ର କୁମାର ସାହୁ : ପୁଣି ଲାଗିଲା ମାଓ ବ୍ୟାନର ଓ ପୋଷ୍ଟର । ରାୟଗଡା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଭୁର୍ସିଖମା ଛକରେ ଦେଖିବାକୁ ମିଳିଛି ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟର । ଏଥିରେ ଉଲ୍ଲେଖ ରହିଛି ଯେ ଶେରକାପାଡିରୁ ନିୟମଗିରୀକୁ ଯାଉଥିବା ରାସ୍ତା କାମ ବନ୍ଦ କର |…
Read More...

ନିଶାନି ମନ୍ଦିର ପାଖରେ ଲାଗିଲା ମାଓ ପୋଷ୍ଟର

ବରଗଡ଼: ବରଗଡ଼ ଜିଲ୍ଲା ନିଶାନି ମନ୍ଦିର ମାଗୁମାଲରେ ପାଖରେ ପୋଷ୍ଟର ଲାଗିଥିବା ସୂଚନା ମିଳିଛି । ପାଇକମାଳରୁ ପଦ୍ମପୁର ଯିବା ରାସ୍ତାର ମାଗୁରମାଲ ଛକ ଆଗକୁ ଥିବା ନିଶାନି ମନ୍ଦିର ପାଖରେ ଏବଂ ବିଜୁ ଏକ୍ସପ୍ରେସ ୱେ କଡ଼ରେ କିଛି ସମୟ ଆଗରୁ ଏକ ମାଓ ପୋଷ୍ଟର ଲାଗିଛି। ଆଗକୁ ହେବାକୁ ଥିବା ଉପ…
Read More...

ଟ୍ରେନରେ ମାଓ ପୋଷ୍ଟର

(ମମତା ସାମଲ): ଆସନ୍ତା ସେପ୍ଟେମ୍ବର ୨୧ରୁ ୨୭ ତାରିଖ ପର୍ୟ୍ୟନ୍ତ ମାଓବାଦୀମାନେ ପ୍ରତିଷ୍ଠା ସପ୍ତାହ ପାଳନ କରିବେ। ଏଥିପାଇଁ ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଝାଡ଼ଖଣ୍ଡ ପୁଲିସ୍ ଓ ସିଆରପିଏଫ୍ ପକ୍ଷରୁ କମ୍ବିଂ ଅପରେସନ୍କୁ ଜୋରଦାର କରାଯାଇଛି। ଗତକାଲି ରାତିରେ ଚକ୍ରଧରପୁର ନିକଟରେ…
Read More...

ଶିବମନ୍ଦିର କାନ୍ଥରେ ଲାଗିଛି ମାଓ ପୋଷ୍ଟର

( ସନ୍ତୋଷ କୁମାର ଲମ୍ବଟ ) : କଲ୍ୟାଣସିଂହପୁର ସଦର ମହକୁମାଠାରେ ଥିବା ଶିବମନ୍ଦିର କାନ୍ଥରେ ଲାଗିଛି ମାଓପୋଷ୍ଟର । ବାଘୁନା ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଜାରି କରାଯାଇଛି । ନିୟମଗିରି ଜନଆନ୍ଦୋଳନକୁ ଅସ୍ତ୍ର କରି ଜିତୁ, ହରିବନ୍ଧୁ, ଲିଙ୍ଗରାଜ , ଗଣେଶ ଓ ଉପେନ୍ଦ୍ର ପ୍ରଭୃତି ଦଲାଲ ହୋଇ…
Read More...

ପୁଣି ଲାଗିଲା ମାଓ ପୋଷ୍ଟର

( ମନୋଜ କୁମାର ସାହୁ) : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଭୂର୍ଷୀଖୁମା ଓ ରାଜୁଲୁଗୁଡ଼ା ଗାଁରେ ନକ୍ସଲ ପୋଷ୍ଟର୍‌ ଦେଖିବାକୁ ମିଳିଛି। ବି.ଡି.ଏନ୍‌ ଡିଭିଜନାଲ କମିଟି ଓ ସିପିଆଇ ନକ୍ସଲ ନାଁରେ ଏହି ପୋଷ୍ଟର୍‌ ଲଗାଯାଇଛି। ପୋଷ୍ଟର୍‌ ରାଜୁଲୁଗୁଡ଼ା ଅଙ୍ଗନୱାଡ଼ି କେନ୍ଦ୍ର ଓ ଏକ ଗଛରେ…
Read More...