Browsing Tag

Mansoon

ଆଜିଠୁ ଆରମ୍ଭ ହେଲା ମୌସୁମୀ ଲେଉଟାଣି ପ୍ରକ୍ରିୟା

ଭୁବନେଶ୍ୱର : ଆଜିଠୁ ମୌସୁମୀ ଲେଉଟାଣି ପ୍ରକ୍ର୍ରିୟା ଆରମ୍ଭ ହୋଇଛି । ଦକ୍ଷିଣପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳକୁ ସ୍ୱାଭାବିକ ତାରିଖ ୧୭ ସେଫ୍ଟେମ୍ବର ତୁଳନାରେ ଆଜି ୨୫ ସେପ୍ଟେମ୍ବର ପ୍ରତ୍ୟାବର୍ତନ ପ୍ରକ୍ର୍ରିୟା ଆରମ୍ଭ ।ବାୟୁମଣ୍ଡଳରେ ୧.୫ କିମି ଉଚ୍ଚତାରେ ଗୁରୁଚାପ ବଳୟର ଉପସ୍ଥିତି। …
Read More...

କେରଳର କିଛି ଅଞ୍ଚଳକୁ ଛୁଇଁଲା ମୌସୁମୀ

ଭୁବନେଶ୍ୱର:କେରଳ ଛୁଇଁଲା ମୌସୁମୀ । ଲାକ୍ଷାଦ୍ୱୀପ ସହ କେରଳର କିଛି ଅଞ୍ଚଳକୁ ଛୁଇଁଲା ମୌସୁମୀ । ସପ୍ତାହେ ବିଳମ୍ବରେ ପହଞ୍ଚିଲା ମୌସୁମୀ । ଜୁନ ୧୫ପରେ ଓଡ଼ିଶାରେ ପହଞ୍ଚିପାରେ ମୌସୁମୀ । ଜୁନରେ ସ୍ୱାଭାବିକ ଠାରୁ କମ ରହିବ ବର୍ଷା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ…
Read More...

ଜୁନ ୪ ତାରିଖ ସୁଦ୍ଧା କେରଳ ଛୁଇଁବ ମୌସୁମୀ -ଆଇଏମଡି

ନୂଆଦିଲ୍ଲୀ: ଚଳିତ ବର୍ଷ ସ୍ବାଭାବିକ ହେବ ମୌସୁମୀ । ଜୁନ୍ ୪ ତାରିଖ ବେଳକୁ ମୌସୁମୀ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି କହିଛି ।ଆଇଏମଡି ସୂଚନା ଅନୁସାରେ ଆସନ୍ତା ୩ ସପ୍ତାହ ଯାଏ ଆରବ ସାଗରରେ କୌଣସି ସାଇକ୍ଲୋନ ହେବାର ସମ୍ଭାବନା ନାହିଁ ।ଜୁନ୍ ପହିଲା ସୁଦ୍ଧା ମୌସୁମୀ…
Read More...

ପ୍ରାକ ମୌସୁମୀ ବାତ୍ୟାକୁ ନେଇ ଆଜି ବସିବ ବୈଠକ

ଭୁବନେଶ୍ୱର:ପ୍ରାକ୍ ମୌସୁମୀ ବାତ୍ୟା ମୁକାବିଲା ପାଇଁ ଆଜି ଲୋକସେବା ଭବନ ରେ ବସିବ ପ୍ରସ୍ତୁତି ବୈଠକ । ବିଭାଗୀୟ ସମନ୍ୱୟ ଓ ତ୍ୱରିତ ପୁନରୁଦ୍ଧାରକୁ ବୈଠକରେ ଗୁରୁତ୍ୱ ଦିଆଯିବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ନେଇ ସମୀକ୍ଷା କରାଯିବ । ବୈଠକରେ ଆଇଏମଡି ପାୱାର ପଏଣ୍ଟ…
Read More...

ଦୁଆର ପାଖରେ ମୌସୁମୀ : ଆଜିଠୁ ଆରମ୍ଭ ବର୍ଷା, କାଲି ଅଧିକ

ଭୁବନେଶ୍ୱର s: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପ ରୂପ ନେଇଛି । ଏହା ପ୍ରଭାବରେ ରାଜ୍ୟରେ ଆଜିଠାରୁ ବର୍ଷା ଆରମ୍ଭ ହୋଇଯିବ । ୧୨ ଯାଏଁ ବର୍ଷା ହେବ । ବେଶି ବର୍ଷା ହେବ ଦକ୍ଷିଣ ଓଡ଼ିଶାରେ । ୟା’ ଭିତରେ ୧୧ କିମ୍ବା ୧୨ ତାରିଖରେ (ବୁଧବାର/ଗୁରୁବାର)…
Read More...

ଆସନ୍ତାକାଲିଠୁ ୧୩ଯାଏଁ ଭିଜିବ ଓଡ଼ିଶା, ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କେଉଁ ୱାର୍ଣ୍ଣିଂ

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଲଘୁଚାପ ମୌସୁମୀ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବ ବୋଲି ଜଣାପଡ଼ିଛି। ଫଳରେ ଆଗାମୀ ୩ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁପାରେ। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ…
Read More...