Browsing Tag

manipur

ଥମିବାର ନା ନେଉନି ମଣିପୁର ହିଂସା କାଣ୍ଡ

ମଣିପୁରରେ ଏବେବି ଲାଗି ରହିଛି ହିଂସା । ଏହି ହିଂସା କାଣ୍ଡରେ ୯ଜଣଙ୍କ ଜୀବନ ଚାଲିଯାଇଛି । ସେଠାରେ କର୍ଫୁ କୋହଳ ହେବା ପରେ ପୁଣି ବଢିଛି ହିଂସା କାଣ୍ଡ । ଖାମେନଲକ ଅଞ୍ଚଳରେ ହିଂସାକାଣ୍ଡ କାରଣରୁ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗତ ୨୪ଘଣ୍ଟା ମଧ୍ୟରେ…
Read More...

ମଣିପୁରରେ ପେଟ୍ରୋଲ ଲିଟର ୩୦୦ ଓ ପାଣି ୨୦୦ ଟଙ୍କା

ନୂଆଦିଲ୍ଲୀ: ପାକିସ୍ତାନର ବେହାଲ ଆର୍ଥିକ ସ୍ଥିତିକୁ ଭାରତରେ ଖୁବ ଚର୍ଚ୍ଚା ଚାଲିଥିବାବେଳେ ବର୍ତ୍ତମାନ ମଣିପୁରରେ ସ୍ଥିତି ପାକିସ୍ତାନ ଠାରୁ ଅଧିକ ସଙ୍ଗୀନ ହେବାରେ ଲାଗିଛି । ଗେଟିଏ ପଟେ ଅର୍ଥିାଭାବ ଏବଂ ଅନ୍ୟ ବିଶୃଙ୍ଖଳା ସ୍ଥିତି ମଧ୍ୟରେ ପାକିସ୍ତାନ ୧୫ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ…
Read More...

ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ବିଜୟର ମୁକୁଟ ପିନ୍ଧିଛନ୍ତି ନନ୍ଦିନୀ ଗୁପ୍ତା

ମଣିପୁରରେ ଆୟୋଜିତ ହୋଇଥିବା ୫୯ ତମ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ବିଜୟର ମୁକୁଟ ପିନ୍ଧିଛନ୍ତି ନନ୍ଦିନୀ ଗୁପ୍ତା । ସେ ଏକ ସାଧାରଣ ପରିବାରରୁ ଆସିଥି ମଧ୍ୟ ତାଙ୍କର ଦୃଢ ଇଚ୍ଛାଶକ୍ତି ଓ ନିଜର ପରିର୍ଶମ ବଳରେ ସେ ଏହି ସଫଳତା ହାସଲ କରିପାରିଛନ୍ତି । ଏହାପରେ ସେ ୨୦୨୩ ମିସ୍ ୱାର୍ଲ୍ଡ…
Read More...

ମଣିପୁର ଭୂସ୍ଖଳନ : ମାଟି ତଳୁ ଉଦ୍ଧାର ହେଲେ ୧୮ ଯବାନ

(ମଣିପୁର) : ମଣିପୁର ନୋନେୟ ଜିଲ୍ଲାର ଟେରିଟୋରିୟାଲ ଆର୍ମ୍ପ କ୍ୟାମ୍ପରେ ଘଟିଥିବା ଭୟଙ୍କ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ମାଟି ତଳୁ ୨୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ସାରିଲାଣି। ଏମାନଙ୍କ ମଧ୍ୟରେ ୧୮ ଜଣ ଆର୍ମି ଯବାନ ରହିଛନ୍ତି। ସେହିପରି ଏବେ ବି…
Read More...

ମଣିପୁର ଭୂସ୍ଖଳନ : ପୁଣି ୪ଜଣଙ୍କ ମୃତ ଦେହ ଉଦ୍ଧାର 

(ମଣିପୁର) :  ମଣିପୁରରେ ଭୂସ୍ଖଳନରେ ଲଗାତାର ଭାବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି  । ତେବେ ଏହି କ୍ରମରେ ଆଜି ଆଉ ୪ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ଏବେ ୧୪କୁ ବୃଦ୍ଧି ପାଇଛି। ଏହି ଦୁର୍ଘଟଣାରେ ଅନେକ ଯବାନ ସହିଦ ହୋଇଛନ୍ତି। ଏଥିସହ ୨୩ ଜଣଙ୍କୁ…
Read More...

ମଣିପୁର ଭୂସ୍ଖଳନ : ମାଟି ତଳେ ଦବିଯାଇଛନ୍ତି ଆହୁରି ୪୫ ଯବାନ

(ମଣିପୁର) : ମଣିପୁରର ଏକ ବଡ଼ଧରଣର ଭୂସ୍ଖଳନ ଘଟିଛି । ନୋନି ଜିଲ୍ଲା ଅନ୍ତର୍ଗତ ତୁପୁଲ ରେଳ ଷ୍ଟେସନ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ବଡ଼ଧରଣର ଭୂସ୍ଖଳନ ଘଟିଛି । ରେଲୱେର ଏକ ନିର୍ମାଣ ସ୍ଥଳୀର ସୁରକ୍ଷା ଲାଗି ସେଠାରେ ମୁତୟନ ଥିବା ୧୦୭ ଟେରିଟୋରିଆଲ ଆର୍ମିର ଏକ କ୍ୟାମ୍ପ ସମ୍ପୂର୍ଣ୍ଣ…
Read More...

ଆର୍ମି କ୍ୟାମ୍ପରେ ଭୂସ୍ଖଳନ : ୨ ମୃତ,୫୦ ନିଖୋଜ  

(ମଣିପୁର) : ମଣିପୁରର ନୋନି ଜିଲ୍ଲାରେ ଜିରିବାମ୍‌-ଇମ୍ଫାଲ ରେଲଓ୍ବେ ଲାଇନ୍ ନିକଟରେ ଭୂସ୍ଖଳନ। ପାଖରେ ସେନାର ଟେରିଟୋରିଆଲ କ୍ୟାମ୍ପ ରହିଛି। ଭୂସ୍ଖଳନ କାରଣରୁ ଏପର୍ଯ୍ୟନ୍ତ  ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ରୁ ଅଧିକ ଲୋକ ନିଖୋଜ୍ ଅଛନ୍ତି। ତେବେ ଉଦ୍ଧାର ଅଭିଯାନ ଜାରି ରଖିଛି।…
Read More...

ମଣିପୁର ନିର୍ବାଚନ ପାଇଁ ଧାର୍ଯ୍ୟ ହେଲା ପୁନଃ ତାରିଖ

(ମଣିପୁର) : କେନ୍ଦ୍ର ନିର୍ବାଚନ ସମୀକ୍ଷା କରି ମଣିପୁର ବିଧାନ ସଭା ନିର୍ବାଚନ ପାଇଁ ପୁନଃ ତାରିଖ ଧାର୍ଯ୍ୟ କରିଛନ୍ତି। ପ୍ରଥମ ପାର୍ଯ୍ୟାୟ ନିର୍ବାଚନ ଫେବୃଆରୀ ୨୭ ବଦଳରେ ଫେବୃଆରୀ ୨୮ରେ ହେବ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମାର୍ଚ୍ଚ ୩ ବଦଳରେ ମାର୍ଚ୍ଚ ୫ରେ ହେବ। ମାର୍ଚ୍ଚ ୧୦ରେ ଗଣିତି…
Read More...

ଭୂମିକମ୍ପରେ ଥରିଲା ମଣିପୁର, ତୀବ୍ରତା ୪.୫ ରେକର୍ଡ

(ଦିଲ୍ଲୀ) : ତୀବ୍ର ଭୂମିକମ୍ପରେ ଥରିଲା ମଣିପୁର। ଶୁକ୍ରବାର ସକାଳ ୫ଟା ୫୬ ମିନିଟ୍‌ରେ ମଣିପୁରର ଉଖରୁଲରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରେକର୍ଡ କରାଯାଇଛି। ତେବେ ଏହି ଭୂମିକମ୍ପ ଝଟକାରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।…
Read More...