Browsing Tag

Maneswari Mohanty

ଅଧରାତିରେ ଲୋକଙ୍କୁ ସହାୟତାର ହାତ ବଢ଼ାଇଲେ ପୌରାଧ୍ୟକ୍ଷା

ବଲାଙ୍ଗୀର: ଲଗାଣ ବର୍ଷା ପ୍ରଭାବରେ ବଲାଙ୍ଗୀର ସହରର ବିଭିନ୍ନ ୱାର୍ଡରେ ପାଣି ଜମି ରହିଥିଲା । ଡ୍ରେନ୍ରର  ସମସ୍ୟା ପୂର୍ବରୁ ଥିବା ଜଣାପଡିଛି । ଲୋକଙ୍କୁ ଘରୁ ବାହାରିବା କଷ୍ଟକର ହୋଇପଡ଼ିଥିଲା । ସ୍ଥାନୀୟ ଲୋକମାନେ ଅସୁବିଧା କୁ ସମୁଖିନ ହେଉଥିଲେ । ବର୍ଷା ଘଡଘଡି ରାତିରେ ଲୋକମାନଙ୍କ ସହାୟତା…
Read More...

୧୯ ରୁ ୨୨ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା

ଓଡିଶା: ଓଡିଶାର ମୌସୁମୀ ଦିନ କୁ ଦିନ ନୂଆ ମୋଡ ଆଡକୁ ଗତି କରୁଛି । ଓଡିଶାର ପାଣିପାଗ ସୂଚନା ଅନୁସାରେ ଓଡିଶା ବାସୀକୁ ହଳଦୀଆ ଚେତାବନୀ ଦିଆଯାଇଛି । ଗୋଟେ ଲଘୁଚାପ କମିନଥିବା ସମୟରେ ଆଉ ଏକ ଘୂର୍ଣ୍ଣିବଳୟର ଆଶଙ୍କା । ୧୯ ରୁ ୨୨ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ସୂଚନା । ୪ ଦିନ ଧରି…
Read More...