ଦିଲ୍ଲୀ ପୋଲିସ ସହ ମମତା ବାନାର୍ଜୀଙ୍କ ମୁହାଁମୁହିଁ, “ରେଡ୍ କାର୍ପେଟ୍ ପରିବର୍ତ୍ତେ ବ୍ଲାକ୍ କାର୍ପେଟ୍ କାହିଁକି?”
ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ବଙ୍ଗ ଭବନ ବାହାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଦିଲ୍ଲୀ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏସଆଇଆର (SIR) ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିଶନଙ୍କୁ ସାକ୍ଷାତ କରିବା ପାଇଁ ମମତା ଚାହୁଁଥିବା ବେଳେ, ବଙ୍ଗ ଭବନ…
Read More...
Read More...