Browsing Tag

Mamata Banerjee

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ମୃତକଙ୍କ ପରିବାରରୁ ଜଣକୁ ଚାକିରୀ

ବାହାନଗା ମର୍ମନ୍ତୁଦ ଟ୍ରେନ୍ ଦୁର୍ଗଟଣାରେ ପଶ୍ଚିମବଙ୍ଗର ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ତେବେ ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ପୀଡ଼ିତମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ମମତା ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଦେବା ବିଷୟରେ…
Read More...

କୁଳାଧିପତି ବିଲ୍ ପାସ୍

କୋଲକାତା: ବିଶ୍ୱବିଦ୍ୟାଳୟ କୁଳାଧିପତି ବିଲ୍ ପଶ୍ଚିମବଙ୍ଗ ବିଧାନସଭାରେ ପାସ୍ ହୋଇଛି । ମୌସୁମୀ ଅଧିବେଶନରେ ଏହି ବିଲ୍ ରାଜ୍ୟ ସରକାରଙ୍କ ପକ୍ଷରୁ ଅଣାଯାଇଥିଲା । ଏଣିକି ରାଜ୍ୟପାଳ କୁଳାଧିପତି ପଦବୀରେ ରହିପାରିବେ ନାହିଁ । ଏଣିକି ସମସ୍ତ ବିଶ୍ୱବିଦ୍ୟାଳୟର କୁଳାଧିପତି ପଦବୀ ମୁଖ୍ୟମନ୍ତ୍ରୀ…
Read More...

ରାଷ୍ଟ୍ରପତି ନିର୍ବାଚନ

କୋଲକାତା: ରାଷ୍ଟ୍ରପତି ନିର୍ବାଚନ ଲାଗି ତାରିଖ ଘୋଷଣା ପରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି । ତେବେ ଏହି ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୨ ଜଣ ଅଣ ବିଜେପି ନେତାଙ୍କୁ ଚିଠି ଲେଖିଛନ୍ତି । ଏଥିଲାଗି ଜୁନ୍ ୧୫ରେ ଦିଲ୍ଲୀରେ ଏକ ବୈଠକ ଡାକିଛନ୍ତି । ଅନୁଷ୍ଠିତ…
Read More...

ଭବାନୀପୁର ଉପନିର୍ବାଚନ,ନାମାଙ୍କନପତ୍ର ଦାଖଲ କରିବେ ମମତା ବାନାର୍ଜୀ

କୋଲ୍‌କାତା : ଭବାନୀପୁରର ପ୍ରାର୍ଥୀ ହୋଇଛନ୍ତି ଟିଏମସି ନେତ୍ରୀ ମମତା ବାନାର୍ଜୀ । ସେପ୍ଟେମ୍ବର ୩୦ରେ ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ । ମମତା ଶୁକ୍ରବାର ମଧ୍ୟାହ୍ନରେ ଭବାନୀପୁର ଆସନରୁ ନାମାଙ୍କନପତ୍ର ଦାଖଲ କରିବେ । ମୁଖ୍ୟମନ୍ତ୍ରୀ ପଦରେ…
Read More...

ଦେଶରେ ପ୍ରଥମେ ପେଗାସସ୍ ମାମଲାର ତଦନ୍ତ କରିବେ ମମତା ସରକାର

କୋଲକତା : ଆମେନେଷ୍ଟି ଇଣ୍ଟରନ୍ୟାସନାଲ ପେଗାସସ ଦୁର୍ନୀତିର ଖୁଲାସା କରିବା ପରେ ଦେଶରେ ବିରୋଧ ସ୍ୱର ଉଠିବା ସହ ତଦନ୍ତ ଦାବି ପାଇଁ ଜୋର ଧରିଛି । ପ୍ରଥମ ଥର ପାଇଁ ପେଗାସସ୍ ମାମଲାର ତଦନ୍ତ ଆରମ୍ଭ କରିବ ମମତା ସରକାର । ପେଗାସସ୍ ମାମଲା ସାମ୍ନା ଆସିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି…
Read More...

ରାଜ୍ୟସଭା ପାର୍ଥି ପାଇଁ ତୃଣମୁଳ କଂଗ୍ରେସ ଜବାହାର ସରକାରଙ୍କୁ କଲେ ମନୋନିତ

ନୁଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ଜବାହାର ସରକାରଙ୍କୁ ଟିଏମସି ରାଜ୍ୟସଭା ପାର୍ଥି ଭାବେ ମନୋନିତ କରିଛନ୍ତି । ପୂର୍ବତନ ଆଇଏସ ଅଫିସର ଜବାହାର ସରକାର ପ୍ରସାର ଭାରତୀ ରେ ସିଇଓ ରହିଆସିଛନ୍ତି । ତୃଣମୁଳ ନିଜର ଟଇଟର ଜରିଆରେ ସୂଚନା ଦେଇ କହିଛନ୍ତି, ୪୨ ବର୍ଷ ଧରି ପ୍ରଶାସନିକ ସେବାର ଜଣେ…
Read More...

ସୋନିଆ ଗାନ୍ଧିଙ୍କ ସହିତ ବିରୋଧୀ ଦଳ ନେତାଙ୍କୁ ଭେଟିବେ ମମତା ବାନାର୍ଜି

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଖୁବଶିଘ୍ର କଂଗ୍ରେସ ଅଧ୍ୟକ୍ଷା ସୋନାଆ ଗାନ୍ଧୀଙ୍କ ସହିତ ଅନ୍ୟ ବିରୋଧୀ ଦଳ ନେତାଙ୍କୁ ଜୁଲାଇ ୨୫ରେ ଭେଟିବାକୁ ଯୋଜନା ରଖିଛନ୍ତି । ଆଗାମୀ ସଂସଦ ର ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗ…
Read More...

ମମତାଙ୍କ ଉପରେ ୫ ଲକ୍ଷ ଟଙ୍କାର ଜୋରିମାନା

ପଶ୍ଚିମବଙ୍ଗ(ରିପୋର୍ଟର୍ସ ଟୁଡେ) : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୫ଲକ୍ଷ ଟଙ୍କାର ଜରିମାନା ଦଣ୍ଡାଦେଶ କରାଯାଇଛି । ନନ୍ଦିଗ୍ରାମ ନିର୍ବାଚନକୁ ନେଇ ମମତା ହାଇକୋର୍ଟରେ ଆବେଦନ କରିଥିଲେ। ତାଙ୍କ ଆବେଦନର ଶୁଣାଇ ଜଷ୍ଟିସ କୌଶିକ ଚନ୍ଦାଙ୍କ ଖଣ୍ଡପୀଠ କରିବାର ଥିଲା। ହେଲେ…
Read More...

ମମତାଙ୍କ ବଡ ଘୋଷଣା, ପାଳନ ହେବ ‘ଖେଲୋ ହୋବେ’ ଦିବସ

କୋଲକତା(ରିପୋର୍ଟର୍ସ ଟୁଡେ) : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଲୋକପ୍ରିୟ ସ୍ଲୋଗାନ ଖେଲୋ ହୋବେ ଏବେ ଏକ ମାନ୍ୟତା ପାଇବାକୁ ଯାଉଛି । ପଶ୍ଚିମବଙ୍ଗରେ ‘ଖେଳୋ ହୋବେ’ର ଦିବସ ପାଳନ ହେବ । ପଶ୍ଚିମବଙ୍ଗ ବିଧାନସଭା ନର୍ବାଚନରେ ପୂର୍ଣ୍ଣ ବହୁମତରେ ବିଜୟ ଲାଭ କରି ତୃତୀୟ ଥର ଲାଗି ଶାସନ…
Read More...