ଦୀର୍ଘ ୮ ଦିନ ପରେ ମାଲକାନଗିରିରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା
ଭୁବନେଶ୍ୱର: ମାଲକାନଗିରିରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା । ଦୁଇ ଗାଁ ମଧ୍ୟରେ ବିବାଦ ଓ ଗଣ୍ଡଗୋଳ ଯୋଗୁ କଟକଣା ଜାରି ହୋଇଥିଲା । ଆଜି ଦିନ ୧୨ଟା ଯାଏ ଥିଲା କଟକଣା । ଆଉ ବୃଦ୍ଧି କରିନି ପ୍ରଶାସନ । ଏମଭି ୨୬ ଓ ରାଖାଲଗୁଡା ଗାଁରୁ BNS ର ଧାରା ୧୬୩ ହଟିଥିବା ବେଳେ ଇଣ୍ଟରନେଟ କଟକଣା ଆଜି…
Read More...
Read More...