Browsing Tag

malkanagiri

କେନ୍ଦ୍ରୀୟ କମିଟି ମାଓ ନେତା ଆର୍.କେଙ୍କ ଅସୁସ୍ଥତା ଯୋଗୁଁ ମୃତ୍ୟୁ

ମାଲକାନଗିରି (ସୂର୍ୟ୍ୟକାନ୍ତ ବେହେରା) : ଆନ୍ଧ୍ର-ଓଡିଶା-ଝାଡଖଣ୍ଡ-ତେଲେଙ୍ଗାନା ଓ ଛତିଶଗଡ ପୋଲିସର ମୋଷ୍ଟ ୱାଣ୍ଟଡ ମାଓ ନେତା ତଥା ସଂଗଠନ କେନ୍ଦ୍ରୀୟ କମିଟିର ମୁଖ୍ୟ ରାମକ୍ରିଷ୍ଣା ଓରଫ ଅକ୍କିରାଜୁ ହରିଗୋପାଳଙ୍କ ଅସୁସ୍ଥତା ଯୋଗୁ ମୄତ୍ୟୁ ଘଟିଥିବା ସୁଚନା ମିଳିଛି। ଯଦିଓ ନିର୍ଦ୍ଧିଷ୍ଟ ଭାବେ…
Read More...

ବିପୁଳ ମାଓ ସାମଗ୍ରୀ ଜବତ କଲା ପୋଲିସ

ମାଲକାନାଗିରି: ପୁଣି ମାଲକାନାଗିରି ପୋଲିସ ପାଇଛି ଏକ ବଡ ସଫଳତା । ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସହ ଅନ୍ୟାନ୍ୟ ମାଓ ସାମଗ୍ରୀ ପୋଲିସ ଜବତ କରିଛି । ସୂଚନା ଅନୁସାରେ ଗତକାଲି ମାଲକାନାଗିରି ଜିଲ୍ଲା ମାଥିଲି ଥାନାର ତୁଳଳସୀ ପାହାଡରେ ପୋଲିସ ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା…
Read More...

ଝିଅକୁ ଦୁଷ୍କର୍ମ କରି ଗର୍ଭବତୀ କଲା ବାପା

ମାଲକାନାଗିରି(ସୂର୍ଯ୍ୟକାନ୍ତ ବେହେରା): ସମ୍ପର୍କର ସୀମା ଟପି ବାପା ଆଉ ଝିଅର ସମ୍ପର୍କରେ କଳଭ୍କ ଲଗାଇ ଦେଇଛି ପିଶାଚ ବାପା । ଏହି ରାକ୍ଷାସ ବାପାର କାମନା ଜ୍ୱାଳାରେ ବଳି ପଡିଯାଇଛି ନିଜ ଝିଅ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଳାରେ । ଯେଉଁଠାରେ ଜଣେ ବାପା…
Read More...

ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ପାଳନ

ସୂର୍ଯ୍ୟକାନ୍ତ ବେହେରା(ମାଲକାନଗିରି): ଆଜି ଡି.ଆର.ଡି.ଏ ସମ୍ମିଳନୀ କକ୍ଷରେ ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସମାଜ ମଙ୍ଗଳ କାର୍ୟ୍ୟାଳୟ ତରଫରୁ ଡିଆରଡିଏ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲା ଭିତ୍ତିକ ବୈଠକ ହୋଇଥିଲା । ଏ.ଡି.ଏମ ବିରସେନ ପ୍ରଧାନଙ୍କ…
Read More...

ପୋଖରୀରେ ବୁଡି ଦୁଇ ଭଉଣୀ ମୃତ

ମାଲକାନାଗିରି: ମାଲକାନାଗିରି ଜିଲ୍ଳା ପେଡାକୋଣ୍ଡା ପଞ୍ଚାୟତରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଗାଧୋଇବାକୁ ଯାଇଥିବା ସମୟରେ ପାଣିରେ ବୁଡି ଦୁଇ ଭଉଣୀ ପ୍ରାଣ ହରାଇଥିବା ଜଣାଯାଇଛି । ବାପା ମାଆ ଚାଷ ପାଇଁ ଜମିକୁ ଯାଇଥିବା ବେଳେ ରାଜେଶ୍ୱରୀ ପଡିଆମି ଦୁଇ ବର୍ଷର ସାନ ଭଉଣୀକୁ ନେଇ ପୋଖରୀକୁ…
Read More...

ପୋଲିସ ଫ୍ରିଜ କଲା ଗଞ୍ଜେଇ ମାଫିଆଙ୍କ ସମ୍ପତ୍ତି

ମାଲକାନାଗିରି: ମାଲକାନାଗିର ଅଞ୍ଚଳରୁ ଧରା ପଡିଥିବା ୧୦ ଗଞ୍ଜେଇ ମାଫିଆଙ୍କ ସମ୍ପତ୍ତିକୁ ଓଡିଶା ପୋଲିସ ଫ୍ରିଜ କରିଛି । ସମସ୍ତଙ୍କର ମୋଟ ୪.୭୭ କୋଟି ଟଙ୍କାର ସମ୍ପତ୍ତି ଫ୍ରିଜ କରାଯାଇଥିବା ସୂଚନା ଦେଇଛି ପୋଲିସ ଡିପାର୍ଟମେଣ୍ଟ । ତେବେ ଏହି ଦାୟିତ୍ୱଭାର ରହିଛି ମାଲକାନାଗିରିର ଏମଭି-୭୯…
Read More...

କାଳିମେଳା ଦମ୍ପତିଙ୍କ ହତ୍ୟା ଘଟଣାରେ ୩ ଗିରଫ

ମାଲକାନାଗିରି(ସୂର୍ଯ୍ୟକାନ୍ତ ବେହେରା): ମାଲକାନାଗିରି କାଲିମେଳା ଥାନା ଅନ୍ତର୍ଗତ ଏମଭି ୬୯ ଗ୍ରାମର ଲାଡିରେ ରହୁଥିବା ଭୀମା ମାଢି ଓ ସ୍ତ୍ରୀ ଭିମେ ମାଢିଙ୍କ ଗଳିତ ମୃତ ଦେହ ପୋଲିସ ଦ୍ୱାରା ଉଦ୍ଧାର କରାଯାଇଛି । ଗତ ୨୪ ତାରିଖରେ ଚାଷ ଜମିରୁ ମୃତ ଦେହ ପଡିଥିବା ନେଇ ସ୍ଥାନୀୟ ଲୋକେ ପୋଲିସକୁ…
Read More...

ଭାଲୁ ପାଇଁ ଲାଗିଥିଲା ବିଦ୍ୟୁତ ତାର ଜାଲ, ଚାଲିଗଲା ମହିଳାଙ୍କ ଜୀବନ

ମାଲକାନଗିରି (ସୂର୍ଯ୍ୟକାନ୍ତ ବେହେରା): ଭାଲୁକୁ ଧରିବା ପାଇଁ ଲଗା ଯାଇଥିବା ବିଦ୍ୟୁତ ତାରରେ ଲାଗି ଚାଲିଗଲା ଜଣେ ମହିଳାଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ମାଲକାନଗିରି ଏମ ଭି- ୧୭ ଗ୍ରାମରେ ଦେଖିବାକୁ ମିଳିଛି । ଗାଁ ଭିତରକୁ ଏକ ଭାଲୁ ବାରମ୍ବାର ପଶି ଏକ ମିକ୍ସଚର ଫ୍ୟାକ୍ଟ୍ରିର କିଛି…
Read More...

ପିକଅପ ଭ୍ୟାନ ଓଲଟି ପଡିବାରୁ ଚାରି ଗୁରୁତର

ମାଲକାନଗିରି(ସୂର୍ୟ୍ୟକାନ୍ତ ବେହେରା) : ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦଶାହ କର୍ମରେ ଯୋଗ ଦେବାକୁ ଯାଉ ଥିବା ବେଳେ ଓଲଟି ପଡ଼ିଲା ପିକ୍ଅପ୍ ଭ୍ୟାନ୍ । ଫଳରେ ୧୧ ଜଣ ଆହତ ହେବା ସହ ୪ ଜଣ ଗୁରୁତର ହୋଇଛନ୍ତି । ସୂଚନା ମୁତାବକ , ଆଜି ବଡପଦର…
Read More...

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା ପାଲଟିଛି ମରଣ ଯନ୍ତା

ମାଲକାନଗିରି (ସୂର୍ୟ୍ୟକାନ୍ତ ବେହେରା) : ମାଲକାନଗିରି ସଦର ମହକୁମା ଠାରୁ ୩୦ କିଲୋମିଟର ଦୂର କାଲିମେଳା ବ୍ଲକ ଅନ୍ତର୍ଗତ ବଦଲି ଗ୍ରାମ ପଞ୍ଚାୟତ ଅଧୀନ ପଗୁରୁକୋଣ୍ଡା ଗ୍ରାମକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଟି ଗ୍ରାମବାସୀଙ୍କ ପାଇଁ ମରଣ ଯନ୍ତା ପଲିଟିଛି କ୍ଷ ମୂଖ୍ୟ ସଡ଼କ…
Read More...