Browsing Tag

malkanagiri

ମନରେଗା ମାଧ୍ୟମରେ ଆସୁଥିବା ଅର୍ଥକୁ ବାଟମାରଣା କରିବା ପାଇଁ ଅପଣାଇଛନ୍ତି ନୂଆ କୌଶଳ

ମାଲକାନଗିରି ଜିଲ୍ଲାରେ ଶ୍ରମିକଙ୍କୁ ରୋଜଗାର ଯୋଗାଇଦେବା ପାଇଁ ସରକାରଙ୍କ ପକ୍ଷରୁ ମନରେଗା ଯୋଜନା ମାଧ୍ୟମରେ ବିଭିନ୍ନ କାଯ୍ୟ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । ହେଲେ ବାସ୍ତବ କ୍ଷେତ୍ରରେ ମନରେଗା ଯୋଜନା ମାଧ୍ୟମରେ ଆସୁଥିବା ଏହି ଅର୍ଥକୁ ବାଟମାରଣା କରିବା ପାଇଁ ସରକାରି କର୍ମଚାରୀ…
Read More...

ବଢ଼ିଲା ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ଅଡ଼ୁଆ

କଟକ-: ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ବଢ଼ିଲା ଅଡ଼ୁଆ । ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି ଓଡିଶା ହାଇକୋର୍ଟ । ବହୁଚର୍ଚ୍ଚିତ ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲାରେ ମନୀଷ ଆଗୁଆ ଜାମିନ ପାଇଁ ଆବେଦନ କରିଥିବା ବେଳେ ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ…
Read More...

ଏମଭି 88 ସରକାରୀ ବାର୍ଷିକ କ୍ରୀଡା ଅନୁଷ୍ଠିତ

ମାଲକାନଗିରି;( ଆଶିଷ ବାଇନ) ;-ଏମଭି ୮୮ ସରକାରୀ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି।ଶିବ ମନ୍ଦିର ପରିସରରୁ ମଶାଲ ନେଇ କାର୍ୟ୍ୟକ୍ରମ ର ଶୁଭାରମ୍ଭ କରାଯାଇଅଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ମାଲକାନଗିରି ବିଧାୟକ ନରସିଂହ ମାଡକାମି,ସୁକମା ଉପାଦକ୍ଷ ବି ବିଜୟ ନାଇଡୁ,ଶିକ୍ଷକ…
Read More...

ମଲକାନଗିରି ଏଆରଷ୍ଟ୍ରିପରୁ ଉଡିବ ବିମାନ

ମାଲକାନଗିରି : ଆଉ ଉପାନ୍ତ ହୋଇ ରହିବନି ମାଲକାନଗିରି ଜିଲ୍ଲା। ଆଗାମୀ ସପ୍ତାହ ମଧ୍ୟରେ ଉଡିପାରେ ଉଡାଜାହାଜ। ମାଲକାନଗିରି ଜିଲ୍ଲା ଏଆରଷ୍ଟ୍ରିପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯାଇଛି। ପାଖାପାଖି ୧୫ ଶହରୁ ଊର୍ଦ୍ଧ୍ବ ମିଟରର ଏଆରଷ୍ଟ୍ରିପ ଏବେ ଉଡାଜାହାଜ ଅବତରଣ ଅପେକ୍ଷାରେ। ଆସନ୍ତା କାଲି ଟ୍ରାଏଲ…
Read More...

ଉପାନ୍ତ ଅଞ୍ଚଳରେ ଦୁର୍ଗା ପୂଜା ସହ ଫୁଟ ବଳ ଟୁର୍ନାମେଣ୍ଟ

ମାଲକାନଗିରି : ସାରା ଓଡ଼ିଶାରେ ଦୁର୍ଗା ପୂଜାର ଉତ୍ସବ ଦେଖିବାକୁ ମିଳିଥିବା ବେଳେ ମାଲକାନଗିରି ଜିଲ୍ଲାରେ ମଧ୍ୟ ଦୁର୍ଗା ପୂଜା ଧୁମ ଧାମ ସହ ପାଳନ କରାଯାଉଛି l ପୂଜା ସହ ଲୋକେ ଫୂଟବଲ ଟୁର୍ଣ୍ଣାମେଣ୍ଟର ମଧ୍ୟ ମଜା ନେଉଛନ୍ତି l ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ୍. ପି. ଭି-65…
Read More...

ସାବରୀ ସରକାରି ଉଚ୍ଚ ବିଦ୍ୟାଳୟ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ମାଲକାନଗତରି / ଆଶିଷ ବାଇନ: ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସାବରୀ ସରକାରି ଉଚ୍ଚ ବିଦ୍ୟାଳୟ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ସାବରୀ ସରକାରି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ନାୟକ ଙ୍କ ତତ୍ତ୍ଵାବଧାନରେ ତଥା JRC କାଉନସିଲର…
Read More...

ଲଗାଣ ବର୍ଷାରେ ବୁଡିଲା ବ୍ରିଜ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି : ଗତକାଲି ଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପୁଣି ବେହାଲ ହୋଇଛି ମାଲକାନଗିରି ଜିଲ୍ଲା। ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଅନେକ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କାଲିମେଳା ବ୍ଲକ ଏମ୍ଭି-୯୬ ପୋଲ ବନ୍ୟାଜଳରେ ସଂପୂର୍ଣ୍ଣ ବୁଡ଼ିଯାଇଛି। ସେହିପରି…
Read More...

ମାଲକାନଗିରି ଜିଲ୍ଲାରେ ମିଶନ୍ ଇନ୍ଦ୍ରଧନୁଷ ଶୁଭାରମ୍ଭ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମ । ମାଲକାନଗିରି ସଦର ସ୍ଥିତ ଏମ୍.ଭି-୪୩ ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ଉଦଘାଟନ  କରାଯାଇଛି। ଏଥିରେ ମୁଖ୍ୟ  ଅତିଥି ଭାବେ ଜିଲ୍ଲା ମୁଖ୍ୟ  ଜନସ୍ବାସ୍ଥ୍ୟ ଅଧିକାରୀ ଡ.…
Read More...

ବଢୁଛି ଜଳସ୍ତର, ଲୋକେ ହନ୍ତସନ୍ତ : ପୋଲର ଉଭୟ ପାର୍ଶ୍ୱରେ ଶତାଧିକ ଟ୍ରକର ଲାଗିଛି ଲମ୍ବା ଧାଡି

ମାଲକାନଗିରି/ଆଶିଷ କୁମାର ବାଇନ୍ : ଓଡିଶା ସୀମାନ୍ତ ମୋଟୁକୁ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗୋଡକୁ ସଂଯୋଗ କରୁଥୀବା ୩୨୬ ନମ୍ବର ବିଜୟଓ୍ବାଡା ରାଞ୍ଚି ଜାତୀୟ ରାଜପଥ ସହ କ୍ୟୁଇଗୁରୁ ପୋଲ ଉପରେ ପାଖାପାଖି ୬ ରୁ ୭ ଫୁଟ ଉଚତାର ବନ୍ୟାଜଳ ପ୍ରବାହିତ ହୋଉଅଛି ଫଳରେ ୩୨୬ ନମ୍ବର…
Read More...

ଲାଞ୍ଚ ନେଉଥିବା ବେଳେ ରାଜସ୍ୱ ନିରୀକ୍ଷକଙ୍କୁ ଧରିଲା ଭିଜିଲାନ୍ସ ଟିମ୍

ମାଲକାନଗିରି : ରାଜସ୍ୱ ନିରୀକ୍ଷକଙ୍କୁ ଧରିଲା ଭିଜିଲାନ୍ସ । ମାଲକାନଗିରି ତହସିଲ ସିନ୍ଦ୍ରୀମାଳ ଆରଆଇ ସୀମାଞ୍ଚଳ ସାହୁଙ୍କୁ ମାଡିବସିଲା ଭିଜିଲାନ୍ସ । ୨୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଆରଆଇ । ସୂଚନା ଅନୁଯାୟୀ, ସିନ୍ଦ୍ରୀମାଳ ଆରଆଇ ସୀମାଞ୍ଚଳ ସାହୁ ଜଣେ…
Read More...