Browsing Tag

Makar Sankranti

ଜଗତସିଂହପୁରରେ ମକର ମିଳନ ଉତ୍ସବ ସହ ଫକୀର ମୋହନଙ୍କ ଜୟନ୍ତୀ ପାଳନ ହୋଇଛି ।

ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ନୀଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ "ଆଗାମୀ ଓଡିଶା" ପକ୍ଷରୁ ମକର ମିଳନ ଉତ୍ସବ ଏବଂ ବ୍ୟାସକବି ଫକୀରମୋହନଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ଓଡ଼ିଆ ସିନେମା ପ୍ରଯୋଜକ ତଥା…
Read More...

ଆଜି ପବିତ୍ର ମକର ସଂକ୍ରାନ୍ତି, ବିଭିନ୍ନ ପୀଠରେ ହେବ ମକର ଚାଉଳ ଭୋଗ

ଭୁବନେଶ୍ୱର: ଆଜି ମକର ସଂକ୍ରାନ୍ତି। ଭାରତର ସବୁ ପ୍ରାନ୍ତରେ ଏହାକୁ ଭିନ୍ନ ଭିନ୍ନ ନାମରେ ପାଳନ କରାଯାଏ। ଦକ୍ଷିଣ ଭାରତରେ ଏହାକୁ ପୋଙ୍ଗଲ ବୋଲି କୁହାଯାଏ। ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଉତ୍ତରାୟଣ ଗତି କରିଥାନ୍ତି । ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡକୁ ଢଳିଥାଏ । ପରମ୍ପରା…
Read More...

ସେବାୟତଙ୍କ ମଧ୍ୟରେ ବିବାଦ, ମକର ସଂକ୍ରାନ୍ତିରେ ଉପାସରେ ରାଜଧାନୀର ଆରାଧ୍ୟ ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ଵର: ପୁଣି ସେବାୟତଙ୍କ ମଧ୍ୟରେ ବିବାଦ, ମକର ସଂକ୍ରାନ୍ତିରେ ଉପାସରେ ରାଜଧାନୀର ଆରାଧ୍ୟ ପ୍ରଭୁ ଲିଙ୍ଗରାଜ । ମଙ୍ଗଳବାର ରାତି ୯ଟାରୁ ବନ୍ଦ ରହିଛି ନୀତିକାନ୍ତି, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ । ସେବାୟତଙ୍କ ବିବାଦ ଯୋଗୁ ମଙ୍ଗଳବାର ସନ୍ଧ୍ୟାଧୂପ ପୂର୍ବରୁ ଶ୍ରୀଲିଙ୍ଗରାଜ…
Read More...

ଆସିଲାଣି ମକର ଗୁଡି କିଣିବାକୁ ପିଲାଙ୍କ ଭିଡ

ଓଡିଶା : ଆଗକୁ ଆସୁଛି ମକର । ମକରରେ ପାଇଁ ପ୍ରସ୍ୁତ ଗୁଡି ଦୋକାନୀ । ଦୋକାନରେ ବିଭିନ୍ନ ଷ୍ଟାଇଲର ଗୁଡ କିଣିବାକୁ ପିଲାଠୁ ବଡ ଯାଏଁ ଭିଡ ଦେଖିବାକୁ ମିଳିଲାଣି । ନାଲି, ନେଳୀ, ସବୁଜ, ଧଳା ଆଦି ରଙ୍ଗର ଗୁଡି କିଣିବାକୁ ଦୋକାନକୁ ଧାଇଁ ଯାଉଛନ୍ତି ପିଲା । କାଗଜ ଓ ଜରି ତିଆରି ଗୁଡି ସବୁ…
Read More...