ସ୍ତ୍ରୀ ପରେ ଆସିବ ‘ମେଡ ଇନ ଚାଇନା’, ଜାଣନ୍ତୁ କେବେ ରିଲିଜ ….
(ମମତା ସାମଲ): ଅଭିନେତା ରାଜକୁମାର ରାଓ ଗୋଟିଏ ପରେ ଗୋଟିଏ ସଫଳତାର ସୋପାନ ଅତିକ୍ରମ କରି ଚାଲିଛନ୍ତି। ଗତବର୍ଷ ତାଙ୍କ ଚଳଚ୍ଚିତ୍ର ‘ନ୍ୟୁଟନ୍’ କୁ ଭାରତ ପକ୍ଷରୁ ଓସ୍କାର ପାଇଁ ମନୋନୀତ କରାଯାଇଥିଲା। ଚଳିତ ବର୍ଷ ଅର୍ଥାତ୍ ୨୦୧୮ ମସିହା ମଧ୍ୟ ତାଙ୍କ ପାଇଁ ସଫଳ ସାବ୍ୟସ୍ତ ହୋଇଛି। ତାଙ୍କ…
Read More...
Read More...