ବର୍ଷା ଧୋଇପାରେ ଦୁର୍ଗା ପୂଜା ବୁଲା ଖୁସି, ଅକ୍ଟୋବର ୧୨ ସୁଦ୍ଧା ଲଘୁଚାପ ସୃଷ୍ଟି ସମ୍ଭାବନା
ଭୁବନେଶ୍ୱର: ଆସନ୍ତା ସପ୍ତାହରେ ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବାକୁ ଥିବା ସତ୍ତ୍ୱେ, ଦୁର୍ଗା ପୂଜା ସମୟରେ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଅକ୍ଟୋବର ୧୨ ତାରିଖ ଆଖପାଖରେ ଉତ୍ତର ଆଣ୍ଡାମାନ ସାଗର ଉପରେ…
Read More...
Read More...