Browsing Tag

kumudini rana

“ହିଜାବ ନପନ୍ଧିବାରୁ ଦୁଷ୍କର୍ମ ବଢୁଛି’

କର୍ଣ୍ଣାଟକ: ହିଜାବ ମାନେ ପର୍ଦ୍ଦା, ଆଉ ହିଜାବ ନପିନ୍ଧିବାରୁ ଦୁଷ୍କର୍ମ ବଢୁଛି । ଏଭଳି ବୟାନ ଦେଇ ବିବାଦରେ ଫସିଛନ୍ତି କର୍ଣ୍ଣାଟକର କଂଗ୍ରେସ ନେତା ଜମିର ଅହମ୍ମଦ । ଗଣମାଧ୍ୟମ ସହ ଅଲୋଚନା ବେଳେ ସେ ଏଭଳି ବୟାନ ଦେଇଥିଲେ । ତେବେ ହିଜାବ ପିନ୍ଧିବା ବାଧ୍ୟ ନୁହେଁ । କେବଳ ନିଜକୁ ରକ୍ଷା…
Read More...

ଡିକି ଭାଙ୍ଗି ସିରିଜ ଚୋରି

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ୨ଟି ସ୍ଥାନରେ ବାଇକ୍ ଡିକି ଭାଙ୍ଗି ୩ଲକ୍ଷ ଟଙ୍କା ଚୋରି ହୋଇଛି । ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ନିକଟରୁ ୫୦ ହଜାର ଓ ପଟାଭାଡ଼ି ଛକରୁ ୨ଲକ୍ଷ ୫୦ ହଜାର ଟଙ୍କା ଚୋରି ହୋଇଛି । ଟାଉନ ଥାନା ପୋଲିସ ଏହାର ତଦନ୍ତ ଜାରି ରଖିଛି । ସୋନପୁର ସହରର ପୁରୁଷୋତ୍ତମ…
Read More...

ନିଜ ରିସ୍କରେ ନିବେଶ କର

ନୂଆଦିଲ୍ଲୀ: କ୍ରିପ୍ଟୋ କରେନ୍ସିରେ ନିବେଶ କରୁଛନ୍ତି କି? ନିଜ ରିସ୍କରେ ନିବେଶ କରନ୍ତୁ । ଏଭଳି ଢଙ୍ଗରେ ନିବେଶକଙ୍କୁ ସତର୍କ କରାଇଛନ୍ତି ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । କ୍ରିପ୍ଟୋ କରେନ୍ସିର ଅହେତୁକ ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କୁ ଏଥିରେ ନିବେଶ କରିବାକୁ ଆକୃଷ୍ଟ କରୁଛି ।…
Read More...

ଶାନ୍ତି ଶୃଙ୍ଖଳାରେ ପଞ୍ଚାୟତ ନିର୍ବାଚନ ପାଇଁ ପୋଲିସ ଫ୍ଲାଗ୍ ମାର୍ଚ୍ଚ

ଗଞ୍ଜାମ:ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ରାଜନୀତି ସରଗରମ୍ ହେବା ସହ ଅସାମାଜିକ କାର୍ଯ୍ୟକଳାପ ବଢିଚାଲିଛି । ଏହାକୁ ଦମନ କରିବା ସହ ଅପରାଧ ଓ ଅପରାଧୀମୁକ୍ତ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱ ଦେଉଛି ପୋଲିସ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ବିଭିନ୍ନ ଅଞ୍ଚଳରେ ପୋଲିସ ପ୍ରଶାସନ…
Read More...

‘ଓସ୍କାର’କୁ ଗଲା ଭାରତୀୟ ଡକ୍ୟୁମେଣ୍ଟାରୀ ଫିଲ୍ମ ‘ରାଇଟିଂ ୱିଥ୍ ଫାୟାର୍’

ନୂଆଦିଲ୍ଲୀ: ଫିଲ୍ମ ଜଗତର ସବୁଠାରୁ ପ୍ରତିଷ୍ଠିତ ଆୱାର୍ଡ ହେଉଛି ଓସ୍କାର ଆୱାର୍ଡ । ପ୍ରତି ବର୍ଷ ଫିଲ୍ମ ଜଗତ ସହ ଜଡିତ ଲୋକେ ଓସ୍କାର ଆୱାର୍ଡର ନମିନେସନ୍ସ ପାଇଁ ଅପେକ୍ଷା କରି ରହିଥାନ୍ତି । ଓସ୍କାର-୨୦୨୨ର ନମିନେସନ୍ ଲିଷ୍ଟ ସାମ୍ନାକୁ ଆସିଛି। ଚଳିତଥର ଓସ୍କାରରେ ଏଣ୍ଟ୍ରି କରିଛି ଏକ…
Read More...

ପୁଡୁଚେରୀକୁ ଡେଇଁଲା ହିଜାବ ବିବାଦ, ଛାତ୍ରୀଙ୍କୁ ସ୍କୁଲ ଆସିବାକୁ ମନାକଲେ ପ୍ରିନ୍ସିପାଲ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ସୃଷ୍ଟି ହୋଇଥିବା ହିଜାବ ବିବାଦ ଏବେ ପଡ଼ୋଶୀ ପୁଡୁଚେରୀରେ ଦେଖିବାକୁ ମିଳିଛି । ଏଠାରେ ଜଣେ ମୁସଲିମ ଛାତ୍ରୀ ହିଜାବ ପିନ୍ଧିଥିବାରୁ ତାଙ୍କୁ କ୍ଲାସ କରିବାକୁ ଅନୁମତି ଦିଆଯାଇ ନାହିଁ ।  ସ୍କୁଲ ପ୍ରିନ୍ସିପାଲ ଛାତ୍ରୀଙ୍କୁ ବୁର୍ଖା କିମ୍ବା ହିଜାବ ପିନ୍ଧି ଏଠାକୁ…
Read More...