Browsing Tag

Kuakhai

କୁଆଖାଇରେ ବୁଡି ଯୁବକ ମୃତ ଛାନଭିନ କରୁଚି ପୋଲିସ

ଭୁବନେଶ୍ୱର: କୁଆଖାଇ ନଦୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଯୁବକ ଜଣଙ୍କ ମଞ୍ଚେଶ୍ୱର ଥାନା ଧିରିକୁଟି ସାହିର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଆଜି ସକାଳେ କୁଆଖାଇ ନଦୀରେ ଜଣେ ଯୁବକଙ୍କ ଶବ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ…
Read More...

କୂଆଖାଇ ନଦୀରେ ଭାସୁଛି ପଥର

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଭୁବନେଶ୍ୱର ବାରଙ୍ଗ କୂଆଖାଇ ନଦୀରେ ଭାସୁଛି ପଥର । କଥାଟା ଆପଣଙ୍କୁ ବିଶ୍ୱାନ ନ ହେଲେ ବି ଘଟଣାଟି ସତ୍ୟ । ନଦୀରେ ପଥରଟି ଭାସୁଥିବା ଅବସ୍ଥାରେ ଜଣେ ବ୍ୟକ୍ତି ଘରକୁ ଆଣି ପୂଜାର୍ଚ୍ଚନା କରିଛନ୍ତି । ସୁଚନାଯୋଗ୍ୟ ଯେ, ଭୁବନେଶ୍ୱରର ବାରଙ୍ଗ ଥାନା ଅନ୍ତର୍ଗତ…
Read More...