ରାସ୍ତା ଖରାପ ଯୋଗୁଁ ଆସିପାରିଲାନି ଆମ୍ବୁଲାନ୍ସ; ଅଧା ବାଟରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ମା
କୋରାପୁଟ/ସୁନ୍ଦର କୁମାର ପାଣି: କୋରାପୁଟ ଜିଲ୍ଲାର ଦଶମନ୍ତପୁରରେ ଦେଖିବାକୁ ମିଳିଛି ଅବ୍ୟବସ୍ଥାର ବିକଳ ଚିତ୍ର । ରାସ୍ତା ଖରାପ ଯୋଗୁଁ ଆସିପାରିଲାନି ଆମ୍ବୁଲାନ୍ସ । ଅଧା ବାଟରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ମା ।
ଢ଼ୁ ଢ଼ୁ ବର୍ଷାରେ ପଲିଥିନ ଢ଼ାଙ୍କି ବୁହାହେଲେ ଗର୍ଭବତୀ । ଗାଁକୁ …
Read More...
Read More...