Browsing Tag

KORAPUT

ଆସନ୍ତାକାଲି କୋରାପୁଟ୍ ଜିଲ୍ଲାରେ ସମସ୍ତ ସ୍କୁଲ୍ ଛୁଟି ଘୋଷଣା

କୋରାପୁଟ: ଆସନ୍ତାକାଲି କୋରାପୁଟ୍ ଜିଲ୍ଲାରେ ସମସ୍ତ ସ୍କୁଲ୍ ଛୁଟି ଘୋଷଣା । ପ୍ରବଳ ବର୍ଷା ଆଶଙ୍କା ଥିବାରୁ ସ୍କୁଲ ଛୁଟି ଘୋଷଣା କଲା ପ୍ରଶାସନ । କୋରାପୁଟ ଜିଲ୍ଲାରେ ସମସ୍ତ ସ୍କୁଲ ସହ ବନ୍ଦ ରହିବ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର । ସେହିପରି ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମକୁ ସଜାଗ ରହିବା ପାଇଁ…
Read More...

ଦୁଇ ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ରାଜ୍ୟପାଳ ହରିବାବୁ କମ୍ଭମପତି

କୋରାପୁଟ:- ଦୁଇ ଦିନିଆ କୋରାପୁଟ ଗସ୍ତରେ ରାଜ୍ୟପାଳ ହରିବାବୁ କମ୍ଭମପତି । ସୋମବାର ଜୟପୁର ବିମାନ ବନ୍ଦରରେ ରାଜ୍ୟପାଳ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ଦିଆ ଯାଇଥିଲା । ବିମାନ ବନ୍ଦର ରୁ ସିଧା ସଳଖ କୋରାପୁଟ ସ୍ଥିତ କଫି ବୋର୍ଡ଼ରେ  ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗ ଦେବେକୁ ପ୍ରସ୍ଥାନ…
Read More...

ଜୀବନକୁ ବାଜି ଲଗାଇ ଭରା ନଇ ପାର ହୋଇ ମଶାଣି ଯିବାକୁ ପଡୁଛି

କୋରାପୁଟ:- ଛାତିଏ ପାଣିରେ ମରଶରୀର ଧରି ନଦୀ ପାର ହେଉଛନ୍ତି ଲୋକେ । କୋକେଇ ଧରି ବାହାରିଛନ୍ତି ସତ କିନ୍ତୁ ବାଟ ଓଗାଳୁଛି ଭରା ନଈ । ଗାଁ ଶେଷ ମୁଣ୍ଡରେ କୋକେଇ ଧରି ବାହାରିଛନ୍ତି ସାହି ଭାଇ । କୋକେଇ ଉପରେ ମରଶରୀର, ଯାହାର ଠିକଣା ମଶାଣୀ । କିନ୍ତୁ ଏଠି ମଶାଣୀ ଯିବାକୁ ରାସ୍ତା ଖୋଜୁଛି…
Read More...

କୋରାପୁଟ ବାହୁଡା ଯାତ୍ରା ଅବସରରେ ଧର୍ମେନ୍ଦ୍ର ପ୍ରଧାନଙ୍କ କୋରାପୁଟ ଗସ୍ତ

କୋରାପୁଟ-: କୋରାପୁଟ ପ୍ରଶାସନ ପକ୍ଷରୁ ଶାବର ଶ୍ରୀକ୍ଷେତ୍ରରେ ପ୍ରତିବର୍ଷ ଆଡ଼ମ୍ବର ସହିତ ଓଡ଼ିଶାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଆୟୋଜନ ହେଉ ଥିବା ବେଳେ ଆଜି ପବିତ୍ର ବାହୁଡ଼ା ଯାତ୍ରା ଅବସରରେ କୋରାପୁଟ ସହର ଓ ଏହାର ଆଖପାଖର ହଜାର ହଜାର ଶ୍ରଦ୍ଧାଳୁ ଭିଡ଼…
Read More...

ରିଲ୍ କରୁ କରୁ ଜଳପ୍ରପାତରେ ଭାସିଗଲେ ୨ ନାବାଳକ

ଜୟପୁର-: ରଜ ପାଳନ କରି ସାଙ୍ଗମାନେ ଖୁସିରେ ଜଳପ୍ରପାତ ନିକଟରେ ରିଲ୍ ସୁଟିଂ କରୁଥିବା ସମୟରେ ଦୁଇ ନାବାଳକ ଜଳସ୍ରୋତରେ ଭାସିଯାଇ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ମୃତକ ମାନେ ନବରଙ୍ଗପୁର ଜିଲ୍ଲାର କୋସାଗୁମୁଡା ବ୍ଲକର ବାସିନ୍ଦା। ଖବର ପାଇ କୋଟପାଡ଼ ଅଗ୍ନୀଶମ ବାହିନୀ ଜଳପ୍ରପାତ ନିକଟରେ…
Read More...

୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଲମତାପୁଟ ବ୍ଲକ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜାଙ୍କୁ ଧରିଛି ଭିଜିଲାନ୍ସ

କୋରାପୁଟ-: ଭିଜିଲାନ୍ସ ଜାଲରେ ଫଶିଛନ୍ତି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା । ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ସହକାରୀ ଯନ୍ତ୍ରୀଙ୍କୁ ଧରିଛି ଭିଜିଲାନ୍ସ । ମନରେଗା ଅର୍ଥ ରିଲିଜ୍ ପାଇଁ ସରକାରୀ କ୍ଵାର୍ଟର୍ସରେ ଲାଞ୍ଚ ନେଉଥିଲେ ସୁଚିସ୍ମିତା । ଏହି…
Read More...

ଭୁଲ ଇଞ୍ଜେକସନରୁ ମୃତ୍ୟୁ ଘଟଣାର ତଦନ୍ତ କରିବ ପାଞ୍ଚ ଜଣିଆ ଟିମ

ଭୁବନେଶ୍ୱର-: ଭୁଲ୍ ଇଞ୍ଜେକସନ୍ ଦିଆଯିବା ଯୋଗୁଁ ଚାଲିଗଲା ୫ ରୋଗୀଙ୍କ ଜୀବନ । ଏହି ଘଟଣାର ତଦନ୍ତ ପାଇଁ ଡିଏମଇଟି ଗଠନ କରିଛନ୍ତି ପାଞ୍ଚ ଜଣିଆ ଟିମ । ଏହି ଟିମରେ ଏମକେସିଜି ବ୍ରହ୍ମପୁରରୁ ତିନି ଜଣ ଓ ଏସସିବିରୁ ଦୁଇ ଜଣ  ବରିଷ୍ଠ ବିଶେଷଜ୍ଞ ରହିଛନ୍ତି । ଏମାନେ ସହିଦ ଲଷ୍ମଣ ନାୟକ…
Read More...

ଟ୍ରାକ୍‌ରୁ ଖସିଲା ମାଲବାହୀ ଟ୍ରେନର ୨୫ ୱାଗନ୍‌

କୋରାପୁଟ-: ଟ୍ରାକ୍‌ରୁ ଖସିଲା ମାଲବାହୀ ଟ୍ରେନର ୨୫ ୱାଗନ୍‌ । ବୁଧବାର ଆନ୍ଧ୍ର ଟାଇଡାରୁ ଚିମିଡିପାଲି ଭିତର ଟନେଲ୍‌ରେ ୱାଗନ୍‌ ଲାଇନଚ୍ୟୁତ ହୋଇଛି । ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହେବା ଫଳରେ କିରଣ୍ଡୁଲ- ବିଶାଖାପାଟଣା ପାସେଞ୍ଜରର ଗତିପଥ ପରିବର୍ତ୍ତନ କରାଯାଇଛି । ଖବର ପାଇ ରେଳ ବିଭାଗ…
Read More...

ନବନିଯୁକ୍ତ ଅଙ୍ଗନବାଡ଼ି ହେଲପରଙ୍କ ଦରମା କରାଇଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା…

ଭୁବନେଶ୍ୱର-: ଜଣେ ନବନିଯୁକ୍ତ ଅଙ୍ଗନବାଡ଼ି ହେଲପରଙ୍କ ଦରମା କରାଇଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ସିଡିପିଓ । ଶିଶୁ ବିକାଶ ଅଧିକାରୀଙ୍କ ନାମ ଶକୁନ୍ତଳା ଦାସ ବୋଲି ଜଣା ପଡିଛି । ସୂଚନାନୁସାରେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ସିଡିପିଓ…
Read More...

ଘାଟିରୁ ଜବତ ହେଲା ନିଖୋଜ କାଠ ବ୍ୟବସାୟୀଙ୍କ ମୃତଦେହ, ବଢ଼ିଲା ପୋଲିସର ଚିନ୍ତା

କୋରାପୁଟ (ମନୋଜ ଦାଶଙ୍କ ରିପୋର୍ଟ );-ନିଖୋଜ କାଠ ବ୍ୟବସାୟୀଙ୍କ ମୃତଦେହ ଜବତ ନେଇ ପୋଲିସ ପାଇଁ ଚିନ୍ତା ବଢ଼ିଛି। ଏହିପରି ଘଟଣା ଘଟିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ। ଜୟପୁର ପାଓ୍ବାରହାଉସ ବାସିନ୍ଦା ରାଧାକୃଷ୍ଣ ମହାପାତ୍ର ଗତ ରବିବାର ନିଜ ଘରୁ ବାହାରି…
Read More...