ସେଦିନ ରାତିରେ ସେମିନାର୍ ହଲ୍କୁ ଯାଇନଥିଲେ ସଞ୍ଜୟଙ୍କ ବ୍ୟତୀତ ଆଉ ୪ ଜଣ!
ଧୀରେ ଧୀରେ ଖୋଲୁଛି ଗୁମର | ସାମ୍ନାକୁ ଆସୁଛି କୋଲକାତା RG କର ମେଡିକାଲ କଲେଜ ବିରୋଧରେ ଚାଞ୍ଚଲ୍ୟକର ତଥ୍ୟ । ଏହାରିଭିତରେ ସାମ୍ନାକୁ ଆସିଛି କୋଲକାତା ଲଜ୍ଜାର ବଡ଼ ପ୍ରମାଣ । ଏହି ସମୟରେ ଅଗଷ୍ଟ ୯ ତାରିଖ ରାତିରୁ ସିସିଟିଭି ଫୁଟେଜ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ…
Read More...
Read More...