ପ୍ରଚଣ୍ଡ ଶବ୍ଦରେ ଥରିଲା କୋଇଡା
କୋଇଡା : ପ୍ରଚଣ୍ଡ ଶବ୍ଦରେ ଥରିଲା କୋଇଡା । ପାଞ୍ଚ ସେକେଣ୍ଡ ମଧ୍ୟରେ ୨ଥର ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ। ଆଜି ଦିନ ପ୍ରାୟ ୧୧ ଟା ବାଜି ୧୫ ମିନିଟ ସମୟରେ ଏହି ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା। ଫଳରେ ଭୟରେ ଲୋକ ଘରୁ ବାହାରି ଆସିଥିଲେ । ଏହି ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ କୋଇଡା,ଟେନ୍ସା,…
Read More...
Read More...