Browsing Tag

Kerala

ଲକ୍ଷ୍ୟ ପୂରଣ ନହେବାରୁ ଆଣ୍ଠୁରେ ଚାଲିଲେ କର୍ମଚାରୀ

ନୂଆଦିଲ୍ଲୀ: ହଜିଯାଇଛି ମାନବିକତା । ଆଉ ସୋଇପଡିଛି ବିବେକ୍ । ଲକ୍ଷ୍ୟ ପୂରଣ ନ ହେବାରୁ ଦିଆଯାଉଛି ଦଣ୍ଡ  । ଆଜ୍ଞା ହଁ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କେରଳର ଏକ ଘରୋଇ କମ୍ପାନୀରେ  । ଜଣେ କର୍ମଚାରୀ କମ୍ପାନୀର ମାର୍କେଟିଂ ଫାର୍ମର କାର୍ଯ୍ୟରେ  ଲକ୍ଷ ପୂରଣ କରି ନପାରିବାରୁ ତାଙ୍କୁ…
Read More...

କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ନୂଆଦିଲ୍ଲୀ : ତାତିରୁ ମିଳିଲା ଆଶ୍ୱସ୍ତି। କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏନେଇ ଏକ୍ସ ଜରିଆରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଉତ୍ତର ପୂର୍ବ ଭାରତର ଅଧିକାଂଶ ସ୍ଥାନକୁ ମୌସୁମୀ ଅଗ୍ରସର ହେଉଥିବା କୁହାଯାଉଛି ।
Read More...

ଚକାତଳେ ଗଲା ନାତିର ପ୍ରାଣ

ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କେରଳ କାସାରାଗୋଡ ଜିଲ୍ଲାରେ ।୨ଜଣ ଶିଶୁ ଆପାର୍ଟମେଣ୍ଟ ତଳେ ଖେଳୁଥିଲେ ,ଏତିକି ବେଳେ ଜେଜେ ବାପା କାର ନେଇ ଆସିଥିଲେ ।ଜଣେ ଶିଶୁ ସାଇକେଲ ଘୁଞ୍ଚାଇବା ପାଇଁ ଆସୁଥିବା ବେଳେ ଅନ୍ୟ ଶିଶୁ ଟି କାର ଆଗକୁ ଚାଲି ଆସିଥିଲା ।ଜେଜେ ବାପାଙ୍କ ଅଜାଣତରେ…
Read More...

କେରଳରେ ଦ୍ରୁତ ଗତିରେ ବଢିଚାଲିଛି ନିପା ଭାଇରସ , ପୁଣି ସମ୍ନାକୁ ଆସିଲା ୫ମାମଲା

ବ୍ୟୁରୋ: କେରଳରେ ଦ୍ରୁତ ଗତିରେ ବଢିଚାଲିଛି ନିପା ଭାଇରସ । ଏହି ଭାଇରସରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ପରିବାରଲୋକେ ଏହି ଭାଇରସରେ ପିଡିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଗତ କାଲା ପୁଣି ଆଉ ୫ଟି ମାମଲା ସାମ୍ନାକୁ ଆସିଛି । ଏନେଇ କେରଳର କୋଝୀକୋଡରେ…
Read More...

ମେଡିକାଲ୍‌ ଛାତ୍ରୀଙ୍କ ଦାବି: ଅସ୍ତ୍ରୋପଚାର ବେଳେ ହିଜାବ ପିନ୍ଧିବାକୁ ଦିଆଯାଉ ଅନୁମତି

କେରଳ : ହିଜାବ ପିନ୍ଧିବାକୁ ଦାବି କଲେ ୭ ଛାତ୍ରୀ | କେରଳର ଥିରୁଅନନ୍ତପୁରମରେ ଥିବା ଏକ ସରକାରୀ ମେଡିକାଲ କଲେଜରେ ଏମ୍‌ବିବିଏସ୍ ପଢ଼ୁଥିବା ଛାତ୍ରୀମାନେ ଏପରି ଦାବି କରି କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ଅସ୍ତ୍ରୋପଚାର ସମୟରେ ହିଜାବ ନିୟମ…
Read More...

‘ହଜ୍’ କରିବାକୁ କେରଳରୁ ଚାଲି ଚାଲି ୩୭୦ ଦିନରେ ମକ୍କାରେ ପହଞ୍ଚିଲେ

ନୂଆଦିଲ୍ଲୀ: କେରଳରୁ ଜଣେ ବ୍ୟକ୍ତି ଚାଲି ଚାଲି ‘ହଜ୍’ କରିବାକୁ ଯାଇଛନ୍ତି । ୮,୬୪୦ କିଲୋମିଟର ଦୂର ମକ୍କା ନଗରୀରେ ପହଞ୍ଚିବାକୁ ତାଙ୍କୁ ୩୭୦ ଦିନ ସମୟ ଲାଗିଥିଲା । କେରଳର ମାଲାପୁରମ୍ ଜିଲ୍ଲା ଅନ୍ତର୍ଗତ ବାଲାଞ୍ଚେରୀର ବାସିନ୍ଦା ଶିହାବ୍ ଚୋତ୍ତୁର୍ ନାମକ ଏହି ବ୍ୟକ୍ତିଜଣକ ପାକିସ୍ତାନ,…
Read More...

ଦେଶର ପ୍ରଥମ ୱାଟର ମେଟ୍ରୋକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କେରଳ: କେରଳରେ ଚାଲିଲା ଦେଶର ପ୍ରଥମ ୱାଟର ମେଟ୍ରୋ । କେରଳର କୋଚିଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଥମ ୱାଟର ମେଟ୍ରୋକୁ ଉଦ୍ଘାଟନ କରିଛନ୍ତି । କୋଚି ସହରରେ ୧୧୩୬.୮୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ୱାଟର ମେଟ୍ରୋ ପ୍ରକଳ୍ପ କୋଚି ଏବଂ ଏହାର ଆଖପାଖ…
Read More...

କେରଳ ଗସ୍ତରେ ତିନୋଟି ମହାନଗର ନିଗମ ପ୍ରତିନିିଧ

ଭୁବନେଶ୍ୱର: କେରଳ ଗସ୍ତରେ ତିନୋଟି ମହାନଗର ନିଗମ ପ୍ରତିନିିଧ । ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା (ସୁଡା)ପକ୍ଷରୁ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ପାଇଁ ଏକ୍ସପୋଜର ଭିଜିଟିର ବ୍ୟବସ୍ଥା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଓ ବ୍ରହ୍ମପୁରର ସମତେ କଟକ ମହାନଗର ନିଗମର ପ୍ରତିନିଧିଙ୍କୁ…
Read More...

ବିବାହକୁ ବୋଝ ବୋଲି ଭାବୁଛନ୍ତି ଯୁବପୀଢି

କେରଳ: ବର୍ତ୍ତମାନର ଯୁବପୀଢି ବିବାହକୁ ଏକ ବୋଝ ବୋଲି ଭାବୁଛନ୍ତି। ଫଲରେ ଦିନକୁ ଦିନ ପାଶ୍ଚାତ୍ୟ ସଂସ୍କୃତି ବଢିବାରେ ଲାଗିଛି। ଯୁବପୀଢିମାନେ ୟୁଜ ଆଣ୍ଡ ଥ୍ରୋ ସଂସ୍କୃତିକୁ ଆପଣାଇବାରେ ଲାଗିଛନ୍ତି। ଫଳରେ ଲିଭ ଇନ ରିଲେସନ ସିପ ବଢିବାରେ ଲାଗିଛି। ଫଳରେ ସମାଜ ଉପରେ କୁ ପ୍ରଭାବ ପକାଉଥିବା…
Read More...

ସିପିଆଇ ଅଫିସରେ ଭୟଙ୍କର ବୋମା ମାଡ଼

(କେରଳ) : ସିପିଆଇ ଅଫିସରେ ବୋମା ମାଡ଼ । କେରଳରେ ଥିବା ସିପିଆଇ(ଏମ) ଅଫିସ ଉପରକୁ ଗୁରୁବାର ବିଳମ୍ବିତ ରାତିରେ ବୋମା ମାଡ଼ ହୋଇଛି। ହେଲେ ଏଥିରେ କେହି ମୃତ ହୋଇ ନଥିବା ସୂଚନା ମିଳିଛି । । ଏହି ସମୟରେ ଉକ୍ତ କାର୍ଯ୍ୟାଳୟରେ କେତେକ ବାମପନ୍ଥୀ ନେତା ଥିଲେ। କିନ୍ତୁ ଅଫିସ ବାହାରେ ବିସ୍ଫୋରଣ…
Read More...